Latest Odisha News

BREAKING NEWS

Monthly Archives

December 2025

ଆତ୍ମସମର୍ପଣ କଲା ୧୫ ବର୍ଷୀୟ ମାଓବାଦୀ…

ରାଉରକେଲା: ମାଓ ଦମନ ବିରୋଧି ଲଢ଼େଇରେ ଜଣେ ୧୫ ବର୍ଷୀୟ କ୍ୟାଡର ମାଓବାଦୀ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରୋୟା କାଲୁଣ୍ଡି ଓରଫ ଗଣେଶ ନାମକ ଏହି କ୍ୟାଡର ଜଣକ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର କଣ୍ଟୋଡ୍ୟା ଗ୍ରାମର ବାସିନ୍ଦା। ଗଣେଶଙ୍କଠାରୁ ଏକ ୯ ଏମଏମ…

ଥରୁଛି ଓଡ଼ିଶା, ଦାମନଯୋଡିରେ ସର୍ବନିମ୍ନ ୨.୯°c ତାପମାତ୍ରା

ଭୁବନେଶ୍ୱର: କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଦାମନଯୋଡିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୨.୯°C ରେକର୍ଡ କରାଯାଇଛି। ସୂଚନା ଅନୁଯାୟୀ, ଘନ କୁହୁଡ଼ି ସ୍ଥିତିକୁ ଆହୁରି ଖରାପ କରିଛି।ଦୈନନ୍ଦିନ ଜୀବନ ଏବଂ ବାହ୍ୟ କାର୍ଯ୍ୟକଳାପକୁ ବ୍ୟାହତ…

ଆଶେସ ସିିରିଜ: ଅଷ୍ଟ୍ରେଲିଆ ସ୍କୋରଠାରୁ ୧୫୮ ରନ ପଛରେ ଇଂଲଣ୍ଡ

ଆଡିଲେଡ ଓଭାଲ: ଚଳିତ ଆଶେସ ସିରିଜରେ ଅଷ୍ଟ୍ରେଲିତଆ ବିପକ୍ଷରେ ଇଂଲଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୩୭୧ ରନ ଜବାବରେ ଇଂଲଣ୍ଡ ୮ ୱିକେଟ ହରାଇ ୨୧୩ ରନ କରିଛି । ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ବେନ ଷ୍ଟୋକ୍ସ ୪୫ ଓ ଜୋଫ୍ରା ଆର୍ଚ୍ଚର ୩୦…

ପାରିବାରିକ କଳହର କରୁଣ ପରିଣତି…ଶାଶୁକୁ ହତ୍ୟା କଲା ବୋହୂ

ଅନୁଗୁଳ:ଅନୁଗୁଳ ସଦର ଥାନା ଖଲାରୀରେ ଗଡପଦା ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ବୋହୂ ସରିତା ସାହୁ ଶାଶୁ କୁନି ନାୟକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କୁନି ନାୟକଙ୍କ ପୁଅ କାହ୍ନୁ ନାୟକ ଥାନାରେ ଏତଲା ଦେଇଥିଲେ । ବୋହୂ ସରିତା ସାହୁ ଓ ତାଙ୍କ ମାଆଙ୍କୁ ଅଟକ ରଖି…

Best Woman Parliamentarian Award: ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ମିଳିଲା ଶ୍ରେଷ୍ଠ ମହିଳା…

ନୂଆଦିଲ୍ଲୀ: ଓଡ଼ିଶାର ବିଜେପି ସାଂସଦ ସଙ୍ଗୀତା ସିଂହ ଦେଓଙ୍କୁ ବର୍ଷର ଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର (ଲୋକସଭା) ପ୍ରଦାନ କରାଯାଇଛି। ଲୋକମତ ତରଫରୁ ୨୦୨୪-୨୫ ବର୍ଷ ପାଇଁ ନୂଆଦିଲ୍ଲୀରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର (Best Woman…

AI-based Digital Toll: ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା; ଏଣିକି ଟୋଲ୍ ଟ୍ୟାକ୍ସ ଆଦାୟ କରିବ AI

ନୂଆଦିଲ୍ଲୀ: ବୁଧବାର ଦିନ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୨୦୨୬ ଶେଷ ସୁଦ୍ଧା ସାରା ଦେଶରେ ଏକ ସାଟେଲାଇଟ୍-ଆଧାରିତ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ, ଯାହା ଦ୍ୱାରା ଯାତ୍ରୀମାନଙ୍କୁ ଟୋଲ୍ ପ୍ଲାଜାରେ ଅପେକ୍ଷା କରିବାରୁ ରକ୍ଷା…

Sculptor Ram Sutar passes away: ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ନିର୍ମାତା ରାମ ସୂତାରଙ୍କ ପରଲୋକ;…

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି, ଷ୍ଟାଚ୍ୟୁ ଅଫ୍ ୟୁନିଟି ଡିଜାଇନ୍ କରିଥିବା ପ୍ରସିଦ୍ଧ ମୂର୍ତ୍ତିକାର ରାମ ବନଜୀ ସୂତାରଙ୍କ ପରଲୋକ ହୋଇଛି । ୧୦୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ପୁଅ ଅନିଲ ସୂତାର ଏହି ଖବରକୁ ନିଶ୍ଚିତ କରିଛନ୍ତି। ସେ ନୋଏଡାସ୍ଥିତ ନିଜ…

Odisha Vigilance: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଦଶମନ୍ତପୁର ଥାନା ଆଇଆଇସି

କୋରାପୁଟ: ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଆଇଆଇସି ସୁକୁମା ହାଁସଦା। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଥାନା ଅଧିକାରିଣୀ। ଜୟପୁର ଭିଜିଲାନ୍ସ ଅଧିକାରୀଙ୍କ ଠାରୁ ଏନେଇ ସୂଚନା ମିଳିଛି। ସୂଚନା ଅନୁସାରେ, କିଛି ଦିନ ପୂର୍ବେ ଦଶମନ୍ତପୁର…

TPCODL ଅଫିସ୍ ଆଗରେ ବିକ୍ଷୋଭ, ଲୋକଙ୍କ ସ୍ୱାର୍ଥ ପାଇଁ ଗର୍ଜିଲା ବିଜେଡି

ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲା ବିଜେଡି । ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ପ୍ରତ୍ୟାହାର ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେଡିର ନେତା ଓ କର୍ମୀ । ଭୁବନେଶ୍ୱର ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସାଧାରଣ ଲୋକଙ୍କ ପାଇଁ ସରକାର…

ଖଣ୍ଡଗିରିରୁ ଏମ୍‌ସ୍‌କୁ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର, ହଟିବ ଜବରଦଖଲ

ଭୁବନେଶ୍ୱର: ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର। ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା। ଖଣ୍ଡଗିରିରୁ କଳିଙ୍ଗନଗର ଯାଏ ୩ ଲେନ ସର୍ଭିସ ରୋଡ ପାଇଁ ନିଷ୍ପତ୍ତି ହୋଇଛି। ଏହା ମଧ୍ୟରୁ ଗୋଟିଏ ଲେନ୍‌ ଆମ୍ବୁଲାନ୍ସ ପାଇଁ ରିଜର୍ଭ…