NOTAM over Bay of Bengal: କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ଭାବନା…ବଙ୍ଗୋପସାଗରରେ ଜାରି ହେଲା NOTAM
ନୂଆଦିଲ୍ଲୀ: ଭାରତ ସରକାର ଦେଶର ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛନ୍ତି। କିଛି ଦିନ ହେବ, ଦେଶରେ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ଏବଂ ନିର୍ମାଣରେ ଦ୍ରୁତ ବୃଦ୍ଧି ଘଟିଛି। ଏହା ଭାରତୀୟ ସେନାର ସାମରିକ କ୍ଷମତାକୁ ନିରନ୍ତର…