Latest Odisha News

BREAKING NEWS

ରାଉରକେଲା NITରେ ୨୧ଛାତ୍ରଛାତ୍ରୀ କରୋନା ପଜିଟିଭ୍

ରାଉରକେଲା : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ । ଆଜି ରାଉରକେଲା NITରେ ୨୧ ଜଣ ଛାତ୍ରଛାତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ ଆଇସୋଲେସନରେ ରଖାଯାଇଛି । ତେବେ ସଂକ୍ରମିତଙ୍କ କଣ୍ଟାକ୍ଟରେ ଆସିଥିବା ଅନ୍ୟମାନଙ୍କୁ ମଧ୍ୟ ଖୋଜାଚାଲିଛି । ଏନେଇ ନିଟ୍ ପକ୍ଷରୁ ସୂଚନା ମିଳିଛି ।

BjdElectrycity
Leave A Reply

Your email address will not be published.