ବାଲେଶ୍ବର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନିକଟ ଦୀଘା ମୁହାଣରୁ ମତ୍ସ୍ୟଜୀବୀମାନେ ପ୍ରାୟ ୨୭ କେଜି. ଓଜନର ଏକ ମାଛ ଧରିଛନ୍ତି ।
ଉକ୍ତ ମାଛର ନାମ ‘ଭେକ୍ଟି’ ମାଛ ବୋଲି ଜଣାପଡିଥିଲା ବେଳେ ନିଲାମ କେନ୍ଦ୍ରରେ ଏଆରଏମ୍ ନାମକ ଏକ ଫାର୍ମାସିଟ୍ୟୁକାଲ୍ କମ୍ପାନି ୪ ଲକ୍ଷ ଟଙ୍କାରେ କିଣିଥିବା ସୂଚନା ମିଳିଛି ।
ଆହୁରି ମଧ୍ୟ ଉକ୍ତ ମାଛଟିର କେଜି ପ୍ରତି ଦାମ ପ୍ରାୟ ୧୬ ହଜାର ଟଙ୍କାରେ ବିକ୍ରି ହୋଇଥିବା ଜଣାପଡିଛି।
Comments are closed.