Latest Odisha News

BREAKING NEWS

ଗୁଜୁରାଟରେ ଭୁଶୁଡ଼ିଲା ନିର୍ମାଣଧିନ କୋଠା: ୩ ମୃତ

ବଡୋଦ୍ରା: ଗୁଜୁରାଟର ବଡୋଦ୍ରା ସ୍ଥିତ ଭାବନୀପୁରମ ଅଞ୍ଚଳରେ ଭୁଶୁଡି ପଡୁଛି ଏକ ୩ ମହଲା ବିଶିଷ୍ଟ ନିର୍ମାଣଧିନ କୋଠା । ଏଥିରେ ପ୍ରାୟ ୩ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି।

ସୋମବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିବା ନେଇ ଆଶଙ୍କା କରାଯାଉଛି ।

Leave A Reply

Your email address will not be published.