Latest Odisha News

BREAKING NEWS

କାର୍ଯ୍ୟରେ ଅବହେଳା କାରଣରୁ ଗଲା ଚାକିରି, ସସପେଣ୍ଡ ହେଲେ ୩ ପୋଲିସ

ନୟାଗଡ଼: ନୟାଗଡ଼ ସଦର ଥାନାର ୩ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ଏସପି। ଡ୍ୟୁଟିରେ ଖିଲାପ ନେଇ ୩ ଜଣଙ୍କୁ ସସପେଣ୍ଡ କରିଥିବା ସୂଚନା।ଏସଆଇ ହସିନା ପ୍ରଧାନ, ଏଏସଆଇ ରାଜେଶ୍ବରୀ ନାୟକ,କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ସସପେଣ୍ଡ କଲେ ଏସପି । ଅଭିଯୋଗକାରୀଙ୍କ ଅଭିଯୋଗ ଗ୍ରହଣ ନକରିବା ମାମଲାରେ ହେଲେ ସସପେଣ୍ଡ।

ସୂଚନା ଅନୁସାରେ, ଗୋଳାଶାଳା ଗାଁର ଚୋରି ହୋଇଥିବା ନେ଼ଇ କିଛି ଲୋକ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ । ମାତ୍ର ତୁରନ୍ତ ତାଙ୍କୁ ପୁଲିସ ସେବା ଯୋଗାଇ ଦେବା ପରିବର୍ତ୍ତେ ସକାଳେ ଆସ କହି ଏହି ୩ ପୁଲିସ କର୍ମଚାରୀ ତଡ଼ି ଦେଇଥିଲେ। ଉକ୍ତ ମାମଲାକୁ ନେଇ ଏହି ୩ଜଣଙ୍କୁ ସସପେଣ୍ଡ କରିଛନ୍ତି ଏସପି।

Leave A Reply

Your email address will not be published.