Latest Odisha News

BREAKING NEWS

ବଙ୍ଗଳାଦେଶରେ ଯାତ୍ରୀବାହୀ ଜାହଜରେ ଲାଗିଲା ନିଆଁ : ୩୬ ମୃତ,୨୦୦ ଆହତ

ଢାକା : ଦକ୍ଷିଣ ବଙ୍ଗଳାଦେଶରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଲୋକମାନେ ଏକ ଜାହାଜରେ ଯାଉଥିବା ସମୟରେ ହଠାତ୍ ଜାହାଜରେ ନିଆଁ ଲାଗି ଯାଇଥିଲା ।  ଫଳରେ ଘଟଣା ସ୍ଥଳରେ ୩୬ ଲୋକଙ୍କର ମୃତ୍ୟୁ ହୋଇଯାଇଛି । ୨ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି ।

ଦକ୍ଷିଣ ବାଲାଂରାଜଧାନୀ ଢାକାରୁ ୨୫୦ କିଲୋମିଟର ଦକ୍ଷୀଣରେ ଏପରି ଘଟଣା ଘଟିଛି । ପରେ ପ୍ରଶାସନ , ପୁଲିସ ଓ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି । ଦୀର୍ଘ ସମୟ ପରେ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.