Latest Odisha News

BREAKING NEWS

ଶିଶୁଙ୍କୁ ଗ୍ରାସୁଛି ମହାମାରୀ,୪୦ ହଜାର ପିଲା ସଂକ୍ରମିତ

ଦିଲ୍ଲୀ :କରୋନା କାଳରେ ଏବେ ଶିଶୁଙ୍କୁ ଗ୍ରାସୁଛି ମହାମାରୀ । ଜଣକ ପରେ ଜଣେ ଶିଶୁ ଆକ୍ରାନ୍ତ ହେଉଥିବା ବେଳେ କର୍ଣ୍ଣାଟକରେ ଏହି ସଂଖ୍ୟା ସବୁଠୁ ଅଧିକ । ୯ବର୍ଷ ପର୍ଯ୍ୟନ୍ତ ୪୦ ହଜାର ପିଲା ସଂକ୍ରମିତ ହୋଇଛନ୍ତି । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ ଏବେ ପୁଣି ପିଲା ଆକ୍ରାନ୍ତ ହେବାରେ ଲାଗିଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଗତ ବର୍ଷ କରୋନାରେ ଛୋଟ ଛୋଟ ପିଲା ଆକ୍ରାନ୍ତ ହୋଇଥିଲେ । ହେଲେ କରୋନାର ଦ୍ୱିତୀୟ ଲହରରେ ୯ବର୍ଷ ପର୍ଯ୍ୟନ୍ତ ପିଲା ବେଶୀ ସଂକ୍ରମିତ ହୋବରେ ଲାଗିଛନ୍ତି । ତେବେ କରୋନାର ଦ୍ୱିତୀୟ ଲହର ବେଶୀ ଘାତକ ସାଜିବ ପିଲାମାନଙ୍କ ପାଇଁ ବୋଲି ଏବେ ଠାରୁ ସତର୍କ କରଯାଇଛି ।

Leave A Reply

Your email address will not be published.