Latest Odisha News

BREAKING NEWS

ସମୁଦ୍ର ନାବିକ ତିଆରି କଲେ ୭୦ ହଜାର ଦିଆସିଲି କାଠିରେ ୪୦୦ ବର୍ଷ ତଳର ଜାହଜ

ସାଉଥାମ୍ପଟନ: ବ୍ରିଟେନର ପୂର୍ବତନ ସମୁଦ୍ର ନାବିକ ଡେଭିଡ ରେନାଲ୍ଡ ୭୦ ହଜାର ଦିଆସିଲି କାଠିରେ ୪୦୦ ବର୍ଷ ତଳର ଏକ ଜାହାଜର ପ୍ରତିକୂର୍ତି କରିଛନ୍ତି । ଏହି ୭.୨ କିଲୋଗ୍ରାମର ଜାହଜର ଅବିକଳ ନକଲ ପ୍ରସ୍ତୁତ କରିବାକୁ ତାଙ୍କୁ ୯୦୦ ଘଂଟା ସମୟ ଲାଗିଥିଲା । ଦିଆସିଲି କାଠି, ଅଠା ଓ ଦଉଡିରେ ସେ ଏହି ନିଆରା କଳାକୃତି କରିଛନ୍ତି ।

୧୬୨୦ରେ ଏହି ଜାହଜ ୧୦୨ ଲୋକଙ୍କୁ ନେଇ ମେସାଚୁସେଟସ ଯାଇଥିଲା । ଜାହାଜରେ ଏକ ମିନିବୋଟ, ଜାହାଜୀ ଡେକ ଓ ତୋପ ଥିଲା । ଡେଭିଡ ତାଙ୍କ କଳାକୃତିରେ ଏହିସବୁ ର ଝଲକ ଦେଖିବାକୁ ମିଳିଛି ।

Leave A Reply

Your email address will not be published.