Latest Odisha News

BREAKING NEWS

ଆଜି ଭୁବନେଶ୍ୱରରେ ପହଞ୍ଚିବ ୪୦୦୦ କୋଭିଡ୍‌-୧୯ ଟେଷ୍ଟ କିଟ୍‌

ଭୁବନେଶ୍ୱର: ପୁଣେସ୍ଥିତ ମାଇଁ ଲ୍ୟାବରୁ ପାଖାପାଖି ୪,୦୦୦ କୋଭିଡ୍‌-୧୯ ଟେଷ୍ଟ କିଟ୍ ଏକ ସ୍ୱତନ୍ତ୍ର କାର୍ଗୋ ବିମାନରେ ଭୁବନେଶ୍ୱରରେ ଆଜି ପହଞ୍ଚିବା ନେଇ ଓଡ଼ିଶା ରାଜ୍ୟ ମେଡ଼ିକାଲ୍ କର୍ପୋରେସନ ପକ୍ଷରୁ ସୂଚନା ମିଳିଛି ।

ଏହାବ୍ୟତୀତ, କରୋନା ଭୂତାଣୁର ମୁକାବିଲା ଲାଗି ଆରଏନଏ ଏକସଟ୍ରାକ୍ସନ କିଟ୍‌, ପିପିଇ ଓ ଭିଟିଏମ ମଧ୍ୟ ଓଡ଼ିଶାରେ ପହଞ୍ଚିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.