Latest Odisha News

BREAKING NEWS

ଓଡ଼ିଶାରେ ନୂଆ ୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଜି ନୂଆ ୮୦ ମାମଲା ଚିହ୍ନଟ ହୋଇଛି।

ଚିହ୍ନଟ ୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ବାରେନଣ୍ଟାଇନ ସେଣ୍ଟରର, ୨ ଜଣ ହୋମ୍ କ୍ବାରେନଣ୍ଟାଇନ ଏବଂ ବାକି ୭ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି।

ଜାଣନ୍ତୁ, କେଉଁ ଜିଲ୍ଲାରେ କେତେ ନୂଆ ପଜିଟିଭ ଚିହ୍ନଟ-

ଯାହା ଫଳରେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚି ଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ରାଜ୍ୟରେ ୮୨୬ ସକ୍ରୀୟ ମାମଲା ରହିଥିବା ବେଳେ ୪୩୬ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

Leave A Reply

Your email address will not be published.