ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ବୃଦ୍ଧି ପାଇବାରେ ଲାଗିଛି ସୁସ୍ଥତା ସଂଖ୍ୟା। ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୮ ହଜାର ୨୯୯ ଜଣ ଆକ୍ରାନ୍ତ ।
Another 8299 Covid patients have recovered and are being discharged on 10.06.2021
1248 from Khordha
735 from Cuttack
506 from Jajapur
473 from Puri
452 from Baleswar
445 from Mayurbhanj
399 from Dhenkanal
302 from Kendrapara
270 from Nayagarh
247 from Koraput
243 from Sundargarh— H & FW Dept Odisha (@HFWOdisha) June 10, 2021
ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଆଜିର ସୁସ୍ଥତା ସଂଖ୍ୟାକୁ ମିଶାଇ ରାଜ୍ୟରେ ଏଯାଏଁ ସୁସ୍ଥ ହେଲେଣି ୭ ଲକ୍ଷ ୭୨ ହଜାର ୯୭୨ ଜଣ ଆକ୍ରାନ୍ତ ।
90 from Jharsuguda
80 from Deogarh
63 from Gajapati
37 from Nuapada
220 from State PoolThe total recovered cases of Odisha now stand at 772972
— H & FW Dept Odisha (@HFWOdisha) June 10, 2021
Comments are closed.