Latest Odisha News

BREAKING NEWS

ଭୁବନେଶ୍ୱରରେ ଡେଲିଭରି ବଏଙ୍କୁ ଲୁଟିଲେ ଦୁବୃର୍ତ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ପଥରବନ୍ଧ ନିକଟରେ ଶନିବାର ଦିନ ୩ ଜଣ ଦୁବୃର୍ତ୍ତ ଜଣେ ଅନଲାଇନ୍ ଡେଲିଭରି ବଏଙ୍କୁ ଆକ୍ରମଣ କରିବା ପରେ ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ଅର୍ଡର ଡେଲିଭରି କରିବାକୁ ଯାଉଥିବା ବେଳେ ଦୁବୃର୍ତ୍ତ ମାନେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ପାଖରେ ଥିବା ସାମଗ୍ରୀକୁ ଲୁଟି ନେଇଛନ୍ତି ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.