Latest Odisha News

BREAKING NEWS

କାହିଁକି ୧୪ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳନ କରାଯାଏ?

ପ୍ରତିବର୍ଷ ୧୪ ନଭେମ୍ବରକୁ ସମଗ୍ର ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଏ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୧୮୮୯ ମସିହା ୧୪ ନଭେମ୍ବରରେ ଜନ୍ମଗ୍ରହଣ କରିଥିଲେ। ନେହେରୁ ପିଲାମାନଙ୍କୁ ଏତେ ଭଲ ପାଉଥିଲେ ଯେ ପିଲାମାନେ ତାଙ୍କୁ ମାମୁଁ ନେହେରୁ ବୋଲି କହୁଥିଲେ। ଏହି କାରଣରୁ ନେହେରୁଙ୍କ ସ୍ମୃତିରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବରେ ପାଳନ କରିଯାଏ। ଏହି ଅବସରରେ ଅନେକ ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ଆୟୋଜନ ମଧ୍ୟ କରାଯାଏ। ନେହେରୁ ଜୀଙ୍କୁ ମନେ ରଖିବା ପାଇଁ ଅନେକ ଲୋକ ଅନ୍ୟକୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଦିଅନ୍ତି।

BjdElectrycity

ଏହି ଦିନ ପିଲାମାନଙ୍କୁ ଅଧିକାର, ଯତ୍ନ ଏବଂ ଶିକ୍ଷା ବିଷୟରେ ଲୋକଙ୍କୁ ଅବଗତ କରାଯାଏ। ନେହେରୁ ବିଶ୍ବାସ କରୁଥିଲେ ଯେ ପିଲାମାନେ ଦେଶର ଭବିଷ୍ୟତ, ତେଣୁ ସେମାନଙ୍କୁ ଭଲପାଇବା ଏବଂ ସ୍ନେହ ଦିଆଯିବା ଏବଂ ସେମାନଙ୍କ ଯତ୍ନ ନେବା ଜରୁରୀ। ଯାହା ଫଳରେ ସେମାନେ ନିଜ ଗୋଡରେ ନଜେ ଠିଆ ହୋଇପାରିବେ।

Leave A Reply

Your email address will not be published.