ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଦେଉଥିବା ଜୋରିମାନା କାରବାରରେ ସ୍ୱଚ୍ଛତା ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଓଡିଶା ସରକାର।
ବାଣିଜ୍ୟ ଏବଂ ପରିବହନ ବିଭାଗର ମହାନିର୍ଦ୍ଦେଶକ ଡିଜିପିଙ୍କୁ କୁ ଚିଠି ଲେଖି ଇ-ଚାଲାଣ ମାଧ୍ୟମରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରିବାକୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଟ୍ରାଫିକ ଉଲ୍ଲଂଘନକାରୀଙ୍କ ପାଇଁ ଇ-ଚାଲାଣ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) କୁ ୨୪୩ ଟି POS ଡିଭାଇଜ ଏବଂ ସମସ୍ତ ପୋଲିସ ଷ୍ଟେସନକୁ ୭୦୦ ଟି ଡିଭାଇଜ ଯୋଗାଇ ଦେଇଛନ୍ତି।
Comments are closed.