ନୂଆଦିଲ୍ଲୀ: ନିଖୋଜ ବିମାନ ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରୁ ଉଡ଼ିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଇଣ୍ଡୋନେସିଆର ଅନୁସନ୍ଧାନକାରୀମାନେ ଆଜି ଦୁର୍ଘଟଣା ସ୍ଥଳ ନିକଟରେ ବିମାନର ଭଗ୍ନାଂବଶେଷ ପାଇଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ବିମାନଟି ସମାନ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ୬୨ ଜଣ ଲୋକ ଥିଲେ। ଅନୁସନ୍ଧାନକାରୀଙ୍କୁ ଦୁଇଟି ବ୍ୟାଗ ମିଳିଥିବା କୁହାଯାଉଛି। ଗୋଟିଏ ବ୍ୟାଗ ଯାତ୍ରୀଙ୍କ ସହିତ ସଂଲଗ୍ନ ହୋଇଥିବା ବେଳେ ଅନ୍ୟଟିରେ ଶରୀରର ଅଙ୍ଗ ଥିବା କୁହାଯାଉଛି। ଏଥି ସହିତ ଇଣ୍ଡୋନେସିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ଭାରତର ପ୍ରଧାନମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ଏହି ଦୁଃଖ ସମୟରେ ଭାରତ ଇଣ୍ଡୋନେସିଆ ସହିତ ଛିଡା ହୋଇଛି।
BREAKING NEWS
- ପରିଦର୍ଶନରେ ଆସିଥିବା ୫ଦେଶର ସେନା ବାହିନୀ ଅଧିକାରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
- ସରକାରୀ ପାଣ୍ଠିର ଅପବ୍ୟବହାର; ସେବା ସମବାୟ ସମିତିର ପୂର୍ବତନ ସେକ୍ରେଟାରୀ ଦୋଷୀ ସାବ୍ୟସ୍ତ
- Why Naseeruddin Shah Angry : ‘ପ୍ରଶଂସା ନ କରିବା ଦେଶଦ୍ରୋହ ହୋଇଗଲା’, କାହିଁକି ଭଡ଼କିଲେ ନାସିରୁଦ୍ଦିନ ଶାହ?
- UPSC ପରୀକ୍ଷା ନିୟମରେ ବଡ଼ ପରିବର୍ତ୍ତନ; IAS ଓ IFS ପାଇଥିଲେ…
- PM Modi Speech Cancelled: କାହିଁକି ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନା ଗୃହୀତ ହେଲା ଧନ୍ୟବାଦ ପ୍ରସ୍ତାବ? ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର କାରଣ…
- SC To Mamata Govt :ମମତା ସରକାରଙ୍କୁ ବଡ଼ ଝଟକା, କର୍ମଚାରୀମାନଙ୍କୁ ବାକି ଥିବା DA ର ୨୫% ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
- ଟି୨୦ ବିଶ୍ୱକପ: ପାକିସ୍ତାନ ମନା କରିଥିଲେ ବି ମ୍ୟାଚ ଖେଳିବାକୁ ଯିବ ଟିମ ଇଣ୍ଡିଆ
- ଭାରତର କୂଟନୈତିକ ବିଜୟରେ ଜଳୁଛି ପାକିସ୍ତାନ
- ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; କଂଗ୍ରେସ ନେତା ରଞ୍ଜିତ ରାଜଙ୍କ ମୃତ୍ୟୁ
- ଅଲ୍ ଫଲାହ ଗ୍ରୁପ୍ ଅଧ୍ୟକ୍ଷ ଜୱାଦ ଅହମ୍ମଦ ସିଦ୍ଦିକୀ ଗିରଫ
Comments are closed.