କଟକ: ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ସତ୍ୟପାଠରେ ଏହା ହାଜତ ମୃତ୍ୟୁ ନୁହେଁ ବୋଲି ଉଲ୍ଲେଖ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି ରାଜ୍ୟ ସରକାର । ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
BREAKING NEWS
- ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬: ଓହରିଗଲା ପାକିସ୍ତାନ, ବାଂଲାଦେଶକୁ ମିଳିଲା ସୁଯୋଗ
- ସିଓଇର ଚାଂଚଲ୍ୟକର ରିପୋର୍ଟ ପଡିଲା ପଦାରେ
- Nobel Peace Prize 2026:ଟ୍ରମ୍ପ ନିରାଶ;ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲାଇଙ୍କୁ ନୋବେଲ ଶାନ୍ତି ପୁରସ୍କାର
- ଏସବୁ କଲେଜରେ ନିର୍ବାଚନ ବାତିଲ; ସୁରକ୍ଷା ଦୃଷ୍ଟିକୋଣରୁ…
- Pakistan Split Plan: ପାକିସ୍ତାନକୁ ଖଣ୍ଡ ଖଣ୍ଡ କରିବାକୁ ଆସିମ୍ ମୁନିରଙ୍କ ଯୋଜନା! ୪ ପ୍ରଦେଶ ଭାଙ୍ଗି ହେବ ୧୫ ରାଜ୍ୟ? ପଞ୍ଜାବ, ସିନ୍ଧ ଉପରେ ନଜର…
- କିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପ୍ରୟାସ: ପବ୍ଲିକ ସର୍ଭିସ୍ ଆଶାୟୀଙ୍କୁ କୋଚିଂ ସୁବିଧା
- ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଆସନ୍ତା ବର୍ଷଠାରୁ ଲାଗୁ ହୋଇପାରେ ଏମ୍ଡ଼ିଆର୍
- Unwanted Touch: ଛାତ୍ରୀଙ୍କ ହାତ ଧରି ଟାଣିଲେ ବିଧାୟକ! ଭାଇରାଲ ଭିଡିଓରେ କଂଗ୍ରେସ ନେତାଙ୍କ ଏପରି ବ୍ୟବହାର ନେଇ ଉଠିଲା ପ୍ରଶ୍ନ! ମହିଳାଙ୍କ ଅନୁମତି କେତେ ଗୁରୁତ୍ବପୂର୍ଣ୍ଣ?
- Delhi Security: ଅଭେଦ୍ୟ ଦୁର୍ଗ ପାଲଟିବ ଦିଲ୍ଲୀ! CJP ଆନ୍ଦୋଳନ ପୂର୍ବରୁ ୨୩ ହଜାର ଯବାନ ମୁତୟନ, ୧୫୦ ବଡିକ୍ୟାମ୍ରେ ହେବ ନଜରବନ୍ଦୀ!
- Green Card freeze: ହାତରୁ ଚାଲିଯିବ ଆମେରିକା ଚାକିରୀ? ମିଳିବନି ଗ୍ରୀନ୍ କାର୍ଡ! TCS, Infosys, Wipro କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ବଢ଼ିଲା ଚିନ୍ତା

Comments are closed.