Latest Odisha News

BREAKING NEWS

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସେମିରୁ ବିଦା ହେଲେ ସାତ୍ୱିକ-ଚିରାଗ

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଶନିବାର ଭାରତ ପାଇଁ ନୈରାଶ୍ୟର ଦିନ ଥିଲା । ଅଣସିଡେଡ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ସେମିଫାଇନାଲରେ ପରାଜିତ ହୋଇଛନ୍ତି । ସେମାନେ ମାଲେସିଆର ଆରୋନ ଚିୟା ଓ ସୋ ବୁଇ ୟିକ୍ ୨୧-୧୮, ୨୧-୧୮ରେ ଭାରତୀୟ ଯୋଡିଙ୍କୁ ପରାସ୍ତ କରିଥିଲେ ।

ସେହିପରି ମିକ୍ସଡ ଡବଲ୍ସରେ ସାତ୍ୱିକ ସାଇରାଜ ଓ ଅଶ୍ୱିନୀ ପୋନ୍ନାପ୍ପା ୨୦-୨୨, ୨୧-୧୮ ଓ ୧୨-୨୧ରେ ଥାଇଲାଣ୍ଡ ଯୋଡି ଡେଚାପୋଲ ପୁଆଭାରାନୁକ୍ରୋହ ଓ ସାପିଶିରି ଟାଇରାଟ୍ଟାନାଚାଇଙ୍କ ନିକଟରୁ ହାରି ଟୁର୍ଣ୍ଣାମେଂଟରୁ ବିଦାୟ ନେଇଛନ୍ତି ।

Leave A Reply

Your email address will not be published.