Latest Odisha News

BREAKING NEWS

ଏହି କାରଣ ଯୋଗୁ ପୋଷା କୁକୁର ‘ଜିନୋ’ର ଇନ୍‌ଷ୍ଟା ଆକାଉଣ୍ଟ୍‌ ବ୍ୟବହାର କରିପାରିବେନି ପ୍ରିୟଙ୍କା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ ନିକ ଜୋନାସ ନିକଟରେ ପ୍ରକାଶ କରିଛନ୍ତି ଯେ ସେମାନଙ୍କୁ ସେମାନଙ୍କର ପୋଷା କୁକୁର ଜିନୋଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟବହାରକୁ ବାରଣ କରାଯାଇଛି। ହେଲେ କଣ ରହିଛି ଏହା ପଛର କାରଣ।

ନିକ୍‌ ପ୍ରିୟଙ୍କାଙ୍କୁ ପୋଷା କୁକୁର ଜିନୋକୁ ବିବାହ ବାର୍ଷିକ ଉତ୍ସବରେ ଉପହାର ଦେଇଥିଲେ। ଏହି ଦମ୍ପତି କୁକୁର ପାଇଁ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ତିଆରି କରିଥିଲେ ଏବଂ ଜିନୋର ଅନେକ ଆକର୍ଷଣୀୟ ଫଟୋ ମଧ୍ୟ ପୋଷ୍ଟ କରିଥିଲେ।

ତେବେ ଇନଷ୍ଟାଗ୍ରାମ କିଛି ନିୟମାବଳୀ ଯୋଗୁଁ ସେମାନେ ଜିନୋର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟବହାର କରିପାରିବେ ନାହିଁ ବୋଲି ପ୍ରିୟଙ୍କା ବର୍ତ୍ତମାନ ପ୍ରକାଶ କରିଛନ୍ତି।

Comments are closed.