ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ବାଇ-ଲ’ ପ୍ରସଙ୍ଗକୁ ନେଇ ଥମୁନି ରାଜନୈତିକ ବୟାନବାଜି । ପୁଣି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ ୪ଟି ପ୍ରଶ୍ନ ପଚାରିଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ସଂସଦରେ ନିଜ ଅଞ୍ଚଳ ସମସ୍ୟା କାହିଁକି ଉଠାଇଲେନି ସାଂସଦ ? ପାର୍ଲାମେଣ୍ଟ ଚାଲିଥିବା ବେଳେ ଏଭଳି ସୁଯୋଗ ହାତଛଡା କରିବା ଉଚିତ୍ କି ? ବିଜେଡି ଓ ବିଜେପି ସାଂସଦ ପୃଥକ ପୃଥକ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ । ଭୁବନେଶ୍ୱର ସାଂସଦ ମନ୍ତ୍ରୀଙ୍କୁ ଭେଟିବା ନେଇ ତାଙ୍କୁ କେଉଁଠି ଦେଖିପାରିଲିନି । ରାଜ୍ୟ ଅବହେଳା କଥା କହି କାହିଁକି ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଅଶୋକ ପଣ୍ଡା ।


ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ୪ଟି ପ୍ରଶ୍ନ ଉପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି, ପୂର୍ବରୁ ସେ ପଚାରିଥିବା ୫ଟି ପ୍ରଶ୍ନର ଉତ୍ତର ପାଇବା ପରେ ସବୁ ପ୍ରଶ୍ନର ଉତ୍ତର ଦେବେ । ଫେବ୍ରୁଆରୀ ୧୫ତାରିଖରେ ପଚାରିଥିବା ପ୍ରଶ୍ନର ଉତ୍ତର ଦିଆଯାଉ । ତାପରେ ରାଜ୍ୟ ସରକାରଙ୍କ ସବୁ ମନ୍ତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି ଅପରାଜିତା ଷଡଙ୍ଗୀ କହିଛନ୍ତି ।
BREAKING NEWS
- କମେଡିଆନ୍ ସମୟ ରୈନା ପୁଣି ବିବାଦରେ: ଷ୍ଟାଣ୍ଡଅପ୍ କମେଡିରେ ‘ବିହାରୀ’ ଜୋକ୍ସକୁ ନେଇ କ’ଣ କହିଲେ ମନୋଜ ବାଜପେୟୀ?
- ଭାରତ ପାଇଁ ବଢିପାରେ ଚିନ୍ତା: ସାଉଦି-ତୁର୍କୀ-ପାକିସ୍ତାନର ‘ମକ୍କା ଡିଫେନ୍ସ ପ୍ୟାକ୍ଟ’ରେ ସାମିଲ ହୋଇପାରେ ବାଂଲାଦେଶ
- ଗଙ୍ଗା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ ମୃତ
- ପ୍ରଳୟଙ୍କରୀ ବନ୍ୟା ଭିତରେ ଆଶାର କିରଣ: ଦେବଦୂତ ସାଜିଲେ ଉଦ୍ଧାରକାରୀ, ନୂଆ ଜୀବନ ପାଇଲା ନିଷ୍ପାପ ଶିଶୁ
- ନେପାଳରେ ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁସଂଖ୍ୟା ୭୮୮କୁ ବୃଦ୍ଧି, ନିଖୋଜ ଅଛନ୍ତି ୨୫୦୦ରୁ ଅଧିକ
- ଅଙ୍କିତ ବଲିୟାଁ ହତ୍ୟା ମାମଲା; ୨ ଶୁଟରଙ୍କୁ ଏନକାଉଣ୍ଟର କଲା STF
- ୨୬ତମ ଏସସିଓ ସମ୍ମିଳନୀ: ଦୁଇ ଦିନିଆ ଗସ୍ତରେ ଯାଇ କିର୍ଗିଜସ୍ତାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
- ଆମେରିକାର ଅଚାନକ ଆକ୍ରମଣ ପରେ ରାଗିଲା ଇରାନ, କଡ଼ା ଜବାବ ଦିଆଯିବ ବୋଲି ଖୋଲା ଚେତାବନୀ
- ରାଜ୍ୟରେ ସକ୍ରିୟ ଲଘୁଚାପ, ୩ ଜିଲ୍ଲାକୁ ରେଡ୍ ଆଲର୍ଟ: ପ୍ରବଳ ବର୍ଷା ଆଶଙ୍କାରେ ବରଗଡ଼ ଜିଲ୍ଲାରେ ସ୍କୁଲ ଛୁଟି
- ସୀମାରେ ବିଏସଏଫର ବଡ଼ ଆକ୍ସନ : ଟାର୍ଗେଟରେ ଗୋରୁ ମାଫିଆ

Comments are closed.