ମୁମ୍ବାଇ: ଭାରତୀୟ ବ୍ୟାଡମିଂଟନ ଷ୍ଟାର ସାଇନା ନେହ୍ୱାଲଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର । ଅଲିମ୍ପିକ ବ୍ରୋଞ୍ଜ ପଦକ ପଦକ ବିଜେତା ସାଇନାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ସାଇନା ୨୬ ମାର୍ଚ୍ଚରେ ପରଦାକୁ ଆସିବ । ଏଥିରେ ପରିଣୀତି ଚୋପ୍ରା ବ୍ୟାଡମିଂଟନ ଷ୍ଟାରଙ୍କ ଭୂମିକା କରୁଛନ୍ତି । ଏଥିପାଇଁ ସେ କଠିନ ପରିଶ୍ରମ ମଧ୍ୟ କରିଛନ୍ତି । ସାଇନାଙ୍କ ସଂଘର୍ଷରୁ ସଫଳତାର କାହାଣୀ ଉପରେ ଏହା ଆଧାରିତ । ପ୍ରଥମେ ଏହି ଫିଲ୍ମ ପାଇଁ ଶ୍ରଦ୍ଧା କାପୁରଙ୍କୁ ଚୟନ କରାଯାଇଥିଲେ ମଧ୍ୟ ପରେ ପରିଣୀତି ଏହି ଭୂମିକା କରିଥିଲେ । ସାଇନାଙ୍କ କୋଚ ଭୂମିକା ମାନବ କୌଲ କରୁଛନ୍ତି । ପରେଶ ରାୱଲ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।
BREAKING NEWS
- Firing outside Khan Sir’s coaching: ଖାନ୍ ସାରଙ୍କ କୋଚିଂ ବାହାରେ ଫୁଟିଲା ଗୁଳି! ନିଜେ ଖାନ୍ ସାର୍ କହିଲେ ଏହା ପଛରେ କିଏ…
- ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ ଯାଏଁ ସାଧାରଣ ଦର୍ଶନ ବନ୍ଦ
- ୨୪ ଘଣ୍ଟାରେ ଘଡଘଡି ବର୍ଷା ନେଇ ଏହି ୩ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି..୭ ତାରିଖ ଯାଏଁ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା
- Siddaramaiah CWC member: ଚାଲିଗଲା ମୁଖ୍ୟମନ୍ତ୍ରୀ ପଦବୀ, ସିଦ୍ଧରମୈୟାଙ୍କୁ ବଡ଼ ଉପହାର ଦେଲା କଂଗ୍ରେସ
- ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ, ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଭାଇଙ୍କ ପରଲୋକ
- ଓଡ଼ିଶା ମୁହାଁ ବାଂଲାଦେଶୀ ଅନୁପ୍ରବେଶକାରୀ; ବଢିଲା ଉପକୂଳ ସୁରକ୍ଷା
- ଦେଶର ତଦନ୍ତ ଏଜେନ୍ସିକୁ ବଡ ସଫଳତା, ଦାଉଦ ଇବ୍ରାହିମର ନିକଟତମ ସହଯୋଗୀ ଆତଙ୍କବାଦୀ ହୁଫୈଜା ଗିରଫ
- Mars Transit in Rohini: ଏହି ଦିନ ରୋହିଣୀ ନକ୍ଷତ୍ରରେ ମଙ୍ଗଳ କରିବେ ପ୍ରବେଶ; ଜାଣନ୍ତୁ କ’ଣ ଘଟିବ ଓ କେଉଁ ରାଶି ପାଇଁ ଶୁଭ
- ଡିଆରଡିଓ ଏବଂ ଆଇଏଏଫ୍ ପକ୍ଷରୁ ରୁଦ୍ରମ୍-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
Comments are closed.