Latest Odisha News

BREAKING NEWS

ଶିଶୁ ପୁତ୍ରର ମା’ ହେଲେ ଗାୟିକା ହର୍ଷଦୀପ କୌର୍‌

ନୂଆଦିଳ୍ଲୀ: ବଲିଉଡ୍‌ ଗାୟିକା ହର୍ଷଦୀପ କୌରଙ୍କ ଘରକୁ ଆସିଛି ନୂଆ ଅତିଥି। ହର୍ଷଦୀପ ଏକ ଶିଶୁପୂତ୍ରକୁ ଜନ୍ମ ଦେଇଛନ୍ତି। ହର୍ଷଦୀନ ଏବଂ ସ୍ୱାମୀ ମନକିତ ସିଂ ଏକ ଶିଶୁପୁତ୍ରକୁ ସ୍ୱାଗତ କରିଛନ୍ତି। ସେ ସେମାନଙ୍କର ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ଲେଖାଥିଲା ‘ଇଟ୍ସ୍‌ ଏ ବଏ୍‌’ ଏବଂ  ‘ଦୁଃସାହସିକ କାର୍ଯ୍ୟ ଆରମ୍ଭ’।

BjdElectrycity

ହର୍ଷଦୀପ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, ” ସ୍ୱର୍ଗ ପୃଥିବୀକୁ ଆସି ଆମକୁ ମମି ଏବଂ ବାପା କରିପାରିଛି। ଆମ ଜୁନିଅର ‘ସିଂ’ ଆସିଯାଇଛି। ଯାହା ଆମକୁ ବହୁତ ଖୁସି ଅନୁଭବ କରାଇଛି! “

Leave A Reply

Your email address will not be published.