ପୁରୀ : ପୁରୀରେ ବଦଳିଲା ଟିକାକରଣ କେନ୍ଦ୍ର । ଆସନ୍ତାକାଲି ଠାରୁ ଅର୍ବାନ ପ୍ରାଇମେରୀ ହେଲଥ ସେଣ୍ଟରରେ ହେବ ନାହିଁ ଟିକାକରଣ । ଏହା ବଦଳରେ ଆଉ କିଛି ସ୍ଥାନକୁ ଚିହ୍ନଟ କରାଯାଇଛି । ଟିକାକରଣ ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ଗୁଡିକ ହେଲା, ଷ୍ଟେସନ୍ ରୋଡ୍ ସ୍ଥିତ ଜିଲ୍ଲା ସ୍କୁଲ, ଡାଇମଣ୍ଡ ରୋଡ୍ ସ୍ଥିତ ବେଟ୍ରିକ ସ୍କୁଲ, ଲୋକନାଥ ରୋଡ୍ ସ୍ଥିତ ଗଦାଧର ସ୍କୁଲ, ଭିଆଇପି ରୋଡ୍ ସ୍ଥିତ କନଭେଟ୍ ସ୍କୁଲ, ଗ୍ରାଣ୍ଡ ରୋଡରେ ଥିବା ବଳଗଣ୍ଡି ସ୍କୁଲ, ଭୋଳାନାଥ ସ୍କୁଲ ଓ ପୁରୀ ମ୍ୟୁନିସିପାଲିଟିରେ ଟିକାକରଣ ଅଭିଯାନ ଜାରି ରହିବ । ଆସନ୍ତାକାଲି ସକାଳ ୮ଟାରୁ ଦିନ ୧୨ଟା ଓ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟ ଚାଲିବ ।
BREAKING NEWS
- ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ୮ ଲକ୍ଷ ଲୋକ ପ୍ରଭାବିତ
- ଭିଜୁଛି ଓଡ଼ିଶା, ଏସବୁ ଜିଲ୍ଲାକୁ ଆଲର୍ଟ ଜାରି
- Cockroach Fear: ଭାରତର ‘କକ୍ରୋଚ’ଙ୍କୁ କାହିଁକି ଡରିଲେ ପାକିସ୍ତାନ ସରକାର? ମନ୍ତ୍ରୀଙ୍କ ମନରେ ଛନକା…
- PM Modi: “ଦାନ୍ତ ତଳକୁ ଚାଲିଆସେ ଜିଭ, ଆମେ ଦାନ୍ତ ଭାଙ୍ଗୁନା…”, ଇଣ୍ଟରନେଟରେ ଛାଇଲା ପିଏମ୍ ମୋଦିଙ୍କ ଆଉ ଏକ ଭିଡିଓ, ଏଥର ଦେଲେ କିଛି ଏମିତି ବାର୍ତ୍ତା…
- କୁଲଗାମରେ ଆତଙ୍କବାଦୀ ହମ୍ଲା; ୨ ଶ୍ରମିକ ମୃତ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
- ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା
- Baby Girl Born: ୫୨ ବର୍ଷ ପରେ ଘରେ ପଡିଲା ଲକ୍ଷ୍ମୀଙ୍କ ପାଦ! କୁନି ମୁହଁକୁ ଦେଖି ଭାବବିହ୍ୱଳ ହୋଇପଡିଲେ ପୂରା ପରିବାର
- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ଖୋଲିଲା ଭିତରକନିକା
- ବାଲିଯାତ୍ରା ପଡିଆ ଓ ଗଡ଼ଗଡିଆ ଘାଟରେ କାଉଡିଆଙ୍କୁ କଟକଣା, ପାଣି ଉଠା ଉପରେ ଲାଗିଲା ରୋକ୍
- ଗାଡି ଚଳାଇବା ବେଳେ ସାବଧାନ! ରାସ୍ତାରେ ଅଛି AI, ନିୟମ ଉଲ୍ଲଙ୍ଘନ କଲେ ଘରକୁ ପହଞ୍ଚିବ ଇ-ଚାଲାଣ
Comments are closed.