Latest Odisha News

BREAKING NEWS

ବ୍ଲାକ୍‌ ଫଙ୍ଗସ୍‌ ପରେ ଏବେ ଚିନ୍ତା ବଢାଇଲାଣି ସାଇଟୋମେଗାଲୋ ଭାଇରସ୍‌

ନୂଆଦିଲ୍ଲୀ: ବ୍ଲାକ୍‌ ଫଙ୍ଗସ ପରେ ଏବେ ଚିନ୍ତା ବଢାଇଲାଣି ଆଉ ଏକ ନୂଆ ସଂକ୍ରମଣ। ବ୍ଲାକ୍‌ ଫଙ୍ଗସ ପରେ ଏବେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ସାଇଟୋମେଗାଲୋ ନାମକ ନୂଆ ସଂକ୍ରମଣ ଦେଖାଯାଇଛି। ଦିଲ୍ଲୀର ଗଙ୍ଗା ରାମ ହସ୍ପିଟାଲରେ କୋଭିଡ ରୋଗୀଙ୍କଠାରେ ସାଇଟୋମେଗାଲୋ ଭାଇରସର (ସିଏମ୍‌ଭି) ପାଞ୍ଚଟି ମାମଲା ରିପୋର୍ଟ ହୋଇଥିବା ହସ୍ପିଟାଲ୍‌ ପକ୍ଷରୁ ସୂଚନା ମିଳିଛି।

ଏହି କେସ୍‌ରେ ରେକ୍ଟାଲ ବ୍ଲିଡିଂର ପାଞ୍ଚଟି ମାମଲା ଭାରତରୁ ପ୍ରଥମ ଥର ପାଇଁ ରିପୋର୍ଟ ହୋଇଛି ବୋଲି ଡାକ୍ତରଖାନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି।

କରୋନା ଆକ୍ରାନ୍ତଙ୍କଠାରେ ଏହି ମାମଲା ଦେଖିବାକୁ ମିଳିଥିବା କହିଛନ୍ତି ହସ୍ପିଟାଲ୍‌ ମୁଖ୍ୟ।

Comments are closed.