Latest Odisha News

BREAKING NEWS

ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ କମ୍‌ ଆଣ୍ଟିବଡି ତିଆରି କରୁଛି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌

ନୂଆଦିଲ୍ଲୀ: ଅଧ୍ୟୟନ ଅନୁଯାୟୀ ଜନସନ ଆଣ୍ଡ ଜନସନର ଗୋଟିଏ-ଡୋଜ୍ ଟିକା  ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ ଅପେକ୍ଷାକୃତ କମ୍  ଆଣ୍ଟିବଡି ତିଆରି କରେ ଅନ୍ୟ ଟିକା ତୁଳନାରେ ଏହା କମ୍‌ ପ୍ରଭାବଶାଳୀ ହୋଇଥିବାରୁ ଏ ନେଇ ଏ‌ବେ ନେଇ ପ୍ରଶ୍ନ ଉଠିଛି।

ନ୍ୟୁୟର୍କ ୟୁନିଭରସିଟିର  ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଜେ ଏବଂ ଜେ’ର ଟିକା ଡେଲ୍‌ଟା ଭାରିଆଣ୍ଟ ବିରୁଦ୍ଧରେ ପ୍ରାୟ ପାଞ୍ଚଗୁଣ ନିମ୍ନ ସ୍ତରର ଆଣ୍ଟିବଡି ଉତ୍ପାଦନ କରିଛି ଯାହା ପ୍ରାରମ୍ଭିକ କରୋନାଭାଇରସ୍ ଷ୍ଟ୍ରେନ୍ ତୁଳନାରେ ବୃଦ୍ଧି ପାଇଛି।

Leave A Reply

Your email address will not be published.