ଟୋକିଓ: କ୍ୟାରିୟରର ପ୍ରଥମ ଅଲିମ୍ପିକ୍ସ ଖେଳୁଥିବା ଭାରତୀୟ ବକ୍ସର ଆଶୀଷ କୁମାର ରାଉଣ୍ଡ ଅଫ ୩୨ରୁ ବିଦାୟ ନେଇଛନ୍ତି । ପୁରୁଷ ୭୫ କିଗ୍ରା କାଟାଗୋରୀରେ ସେ ଚୀନର ଏରବିକେ ତୁସହେତାଙ୍କ ନିକଟରୁ ୦-୫ରେ ପରାଜିତ ହୋଇଥିଲେ । ସେହିପରି ଟେବୁୂଲଟେନିସ ମହିଳା ସିଙ୍ଗଲ୍ସରେ ଭାରତର ଅଭିଯାନ ଶେଷ ହୋଇଛି । ମନିକା ବାତ୍ରା ତୃତୀୟ ରାଉଣ୍ଡରେ ଅଷ୍ଟ୍ରିଆର ସୋଫିୟା ପେଲକାନୋଭାଙ୍କ ନିକଟରୁ ୦-୪ (୮-୧୧, ୨-୧୧, ୫-୧୧, ୭-୧୧)ରେ ହାରି ଯାଇଥିଲେ । ସୋମବାର ଏ ପର୍ଯ୍ୟନ୍ତ ଭାରତୀୟଙ୍କ ପ୍ରଦର୍ଶଦ ଉତ୍ସାହଜନକ ରହି ନାହିଁ । ପୂର୍ବରୁ ବ୍ୟାଡମିଂଟନ, ଟେବୁଲ ଟେନିସ, ଶୁଟିଂ ଓ ସେଲିଂରେ ମଧ୍ୟ ନିରାଶ ହେବାକୁ ପଡିଛି ।
ସନ୍ତରଣରେ ସଜନ ପ୍ରକାଶ ସେମିଫାଇନାଲକୁ କ୍ୱାଲିଫାଏ କରିବାରେ ବିଫଳ ହୋଇଛନ୍ତି । ୨୦୦ ମିଟର ବଟରଫ୍ଲାଏ ଇଭେଂଟରେ ସେ ହିଟ୨ରେ ୪ର୍ଥ ସ୍ଥାରେ ରହିଥିଲେ । ଯାହା କି ତାଙ୍କୁ ଟପ ୧୬କୁ ନେବା ପାଇଁ ଯଥେଷ୍ଟ ହୋଇ ନ ଥିଲା ।
BREAKING NEWS
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
Comments are closed.