କଟକ: ବନ୍ଧୁକ ଡିଲରେ ଆଲବମ୍ ନିର୍ଦ୍ଦେଶକ । ବନ୍ଧୁକ ଡିଲ୍ ବେଳେ ଚଢ଼ାଉ କଲା ପୋଲିସ୍, ୩ ବନ୍ଧୁକ ସହ ୧୬ ରାଉଣ୍ଡ ଗୁଳି ଜବତ, ୪ ଅଭିଯୁକ୍ତ ଗିରଫ । ବନ୍ଧୁକ ଡିଲ୍ ଚଲିଥିବା ବେଳେ ବାଦମବାଡ଼ି ପୋଲିସ୍ ଚଢ଼ାଉ କରିଛି । ଏହି ଡିଲ୍ କରୁଥିବା ୪ ଜଣଙ୍କୁ ପୋଲିସ୍ ଘଟଣା ସ୍ଥଳରୁ ଗିରଫ କରିଛି । ସେମାନଙ୍କ ଠାରୁ ୩ଟି ବନ୍ଧୁକ ଜବତ କରାଯାଇଥିବା ବେଳେ ୧୬ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଆଲ୍ବମ୍ ନିର୍ଦ୍ଦେଶକ ରହିଥିବା ବେଳେ ତାଙ୍କ ନାମ ଜିତୁ ଓରଫ ପ୍ରକାଶ ରାଉତ ବୋଲି ଜଣାପଡ଼ିଛି । ଏନେଇ ପ୍ରେସ୍ମିଟ୍ରେ କଟକ ଡିସିପି ସୂଚାନା ଦେଇଛନ୍ତି ।
BREAKING NEWS
- ୩୭.୩୨ ଲକ୍ଷ ଆତ୍ମସାତ ଅଭିଯୋଗ; ଜୁନିଅର ଆସିଷ୍ଟାଣ୍ଟଙ୍କୁ ଗିରଫ କଲା ଭିଜିଲାନ୍ସ
- ଅଗଷ୍ଟ ୩ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ
- ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ : ୱାର୍ମ-ଅପ ମ୍ୟାଚ୍ ସୂଚୀରେ ବଡ଼ ପରିବର୍ତ୍ତନ
- ଦନ୍ତା ଆକ୍ରମଣରେ ଚାଲିଗଲା ୨ ଜୀବନ
- ଆଣ୍ଟି ପେପର ଲିକ୍ ବିଲ୍କୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି
- ଭୂମିକମ୍ପରେ ଥରିଲା ଜାପାନ; ତୀବ୍ରତା ୫.୮
- କମନୱେଲଥ୍ ଗେମ୍ସ; ଜୁଡୋରେ ଐତିହାସିକ ଗୋଲ୍ଡ, ନୀରଜଙ୍କୁ ସିଲଭର୍
- Flood Wedding: ବାଧକ ସାଜିପାରିଲା ନାହିଁ ବନ୍ୟାପାଣି, ଡଙ୍ଗାରେ ବରଯାତ୍ରୀ ନେଇ ଗଲେ, ସାଙ୍ଗରେ କନ୍ୟାଙ୍କୁ ନେଇ ଫେରିଲେ…
- ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୨କୁ ବୃଦ୍ଧି, ଅନେକ ଗାଁ ଜଳମଗ୍ନ…
- ନୂଆ ଫିଲ୍ମ ପାଇଁ ୫୦ କୋଟି ଟଙ୍କା ଫି କମାଇଲେ ସଲମାନ
Comments are closed.