Latest Odisha News

BREAKING NEWS

ଦିୱାଲୀରେ ଧୁମ୍‌ ମଚେଇବ ଅକ୍ଷୟଙ୍କ ‘ସୂର୍ଯ୍ୟବଂଶୀ’

ନୂଆଦିଲ୍ଲୀ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ ଦିପାବଳୀ ଅବସରରେ ମୁକ୍ତିଲାଭ କରିବ। ଦିୱାଲୀରେ ଧମାକା କରିବ ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ।

ଫିଲ୍ମ ନଭେମ୍ବର ୫, ୨୦୨୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଅକ୍ଷୟ କୁମାର ସୋସିଆଲ ମିଡିଆରେ ଏ ନେଇ ଏକ ଟିଜର ସେୟାର କରି ଏହାର ଘୋଷଣା କରିଥିଲେ।

ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କ୍ୟାଟ୍ରିନା କୈଫ।

 

Leave A Reply

Your email address will not be published.