Latest Odisha News

[ଭିଡ଼ିଓ] କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ

ସୁବର୍ଣ୍ଣପୁର : କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ । ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା କାର୍ଯ୍ୟରତ ହେଲପରଙ୍କ ପରିବାରକୁ ୫୦ଲକ୍ଷ କରି ରାସ୍ତା ଅବରୋଧ କରାଯାଇଛି । ରାସ୍ତାରେ ଯୁବକଙ୍କ ମୃତ ଦେହ ରଖି କ୍ଷତି ପୂରଣ ଦାବି କରିଛନ୍ତି ପରିବାର ଲୋକେ । ଟାଟା ପାୱାରର ଭୁଲ ପରିଚାଳନା ଯୋଗୁ ସମ୍ପୃକ୍ତ ଯୁବକଙ୍କ ମତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ବିଦ୍ୟୁତ ବିଚ୍ଛିନ୍ନ ନକରି ବିଦ୍ୟୁତ ଖୁଣ୍ଟରେ ଯୁବକଙ୍କୁ ଚଢାଯାଇଥିଲା । ଏହାର ତଦନ୍ତ ଦାବି କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଖୁବଶିଘ୍ର ପରିବାରକୁ କ୍ଷତି ପୂରଣ ଦିଆଯାଉ ନଚେତ୍ ଆନ୍ଦୋଳନ ଜାରି ରହିବାର ଚେତାବନୀ ଦେଇଛନ୍ତି ପରିବାର ଲୋକେ ।

 

Comments are closed.