ଗଞ୍ଜାମ: ପୋଲିସ ପଞ୍ଝାରେ ଗଞ୍ଜେଇ ବେପାରୀ । ବୁଧବାର ଗଞ୍ଜାମ ବଡଗଡ ଥାନା ପୋଲିସ ପାଟ୍ରୋଲି କରୁଥିବା ସମୟରେ ୧୫୦ କେଜି ଗଞ୍ଜେଇ ଜବତ କରିବା ସହ ୫ ଜଅ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିଶେଷ ସୁତ୍ରରୁ ଖବର ପାଇ ବଡଗଡ ଥାନା ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ବଡଗଡ ଡାଳଖାଇ ରାସ୍ତାଦେଇ ଯାଉଥିବା ଏକ ଗଞ୍ଜେଇ ବୋଝେଇ ଅଟୋକୁ ପୋଲିସ ଜବତ କରିଛି । ଅଭିଯୁକ୍ତଙ୍କ ଠାରୁ ଅଟୋ ଓ ବାଇକ ଜବତ କରିଛି ପୋଲିସ । ୫ ଜଣ ବେପାରୀଙ୍କୁ ପଚରା ଉଚରା ଜାରି ରଖିବା ସହ ଏହି ଗଞ୍ଜେଇ ବେପାରର ମାଷ୍ଟରମାଇଣ୍ଡ କିଏ ପୋଲିସ ତାକୁ ଖୋଜୁଛି ।
BREAKING NEWS
- ମଣିପୁରରେ ଦୁଇ ଉଗ୍ରବାଦୀ ଗିରଫ; ଦିଲ୍ଲୀ ପୋଲିସର ଇନପୁଟ୍ ଆଧାରରେ କରାଯାଇଥିଲା ସର୍ଚ୍ଚ ଅପରେସନ
- ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍
- ସେଣ୍ଟ୍ରାଲ ଏସିଆନ ହ୍ୟାଣ୍ଡବଲରେ ଭାରତକୁ ବ୍ରୋଞ୍ଜ
- Planning Terror Attack: Toy Car Bomb ଦ୍ବାରା ବିସ୍ଫୋରଣ ଯୋଜନା କରୁଥିବା ୨ ଆତଙ୍କବାଦୀ ଗିରଫ; ରହିଛି ଜୈଶ ଲିଙ୍କ
- ‘Sri Beach’ Project:ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ଶ୍ରୀବିଚ୍! ଆଗାମୀ ୧୬ ମାସରେ ଶେଷ ହେବ ପ୍ରକଳ୍ପ
- ଚେନ୍ନାଇର ହ୍ୟାଟ୍ରିକ ପରାଜୟ: ଟିମ ଡେଭିଡ, ପାଡିକଲଙ୍କ ବିସ୍ଫୋରକ ବ୍ୟାଟିଂ
- Trump threatens: ମଙ୍ଗଳବାର ପାୱାର ପ୍ଲାଣ୍ଟ ଧ୍ୱଂସ ହୋଇଯିବ… ଇରାନ ହୋର୍ମୁଜ୍ ଯଦି ନ ଖୋଲେ;ଇରାନକୁ ଟ୍ରମ୍ପ୍ଙ୍କ ଅଶାଳୀନ ଗାଳି
- Lightning Strike:ରାଜ୍ୟରେ ବଜ୍ରପାତ ନେଲା ୩ଜୀବନ, ଅନେକ ଆହତ
- Hostel Ragging:ସିନିୟର ଛାତ୍ରଙ୍କ ମାଡ଼ରେ ୨ ହଷ୍ଟେଲ ଛାତ୍ର ଲହୁଲୁହାଣ; ପ୍ରଧାନଶିକ୍ଷକଙ୍କ ଖାମଖିଆଲ ନୀତିକୁ ଦାୟୀ…
- ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥା ମଧ୍ୟରେ ନୂଆ ନୀତି; ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଚିନ୍ତା ବୃଦ୍ଧି..
Comments are closed.