ଭୁବନେଶ୍ୱର: ନିରାଶ କଲେ ଭାରତର ଦୌଡ ରାଣୀ ତଥା ଓଡିଶା ଷ୍ଟାର ମହିଳା ଆଥଲେଟ ଦୂତୀ ଚାନ୍ଦ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୂତି ମହିଳା ୧୦୦ ମିଟର ଦୌଡର ସେମି ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି । ଓଡିଶାର ଏହି ଆଥଲେଟ ହିଟ ୫ରେ ୧୧.୫୫ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନରେ ରହିଥିଲେ । ପ୍ରତ୍ୟେକ ହିଟର ପ୍ରଥମ ୩ଟି ସ୍ଥାନରେ ଥିବା ଆଥଲେଟ ଏବଂ ଶେଷ ୩ଟି ହିଟର ଦ୍ରୁତତମ ଦୌଡାଳୀ ସେମିଫାଇନାଲରେ ଯୋଗ୍ୟତା ହାସଲ କରିବେ । ଦୂତୀ ଏଥିରେ ଫେଲ ମାରିଥିଲେ । ସେ ୧୧.୫୫ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ ଯାହାକି ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧୧.୧୭ରୁ ବହୁତ କମ ଥିଲା । ୨୦୧୮ ଜାକର୍ତା ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ଏବେ ସେ ୪ ଗୁଣନ ୧୦୦ ରିଲେରେ ନିଜ ରାଜ୍ୟର ଶ୍ରାବଣୀ ନନ୍ଦଙ୍କ ସମେତ ହିମା ଦାସ ଓ ଏନଏସ ସିମିଙ୍କ ସହ ପ୍ରତିଯୋଗିତାରେ ଭାଗ ନେବେ ।
BREAKING NEWS
- ଅଧିନାୟକ ପଦରୁ ଓହରିବା ପରେ ଅଧିକ ଆକ୍ରମଣାତ୍ମକ ହୋଇ ପଡିଛନ୍ତି କୋହଲି
- Ekamra Project: ମହାଶିବରାତ୍ରୀ ପୂର୍ବରୁ ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ
- Mahanadi Water Dispute: ଆସନ୍ତାକାଲି ଯୁଗ୍ମ ବୈଷୟିକ କମିଟି ବୈଠକ, ୨୦ରେ ଟ୍ରିବ୍ୟୁନାଲ ଶୁଣାଣି
- ଟସ, କାକରକୁ ଦୋଷ ଦେଲେ ରାହୁଲ
- କୋଲ୍ଡ ମୁନ କଣ? ଆଜି ଆକାଶରେ ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ
- Shark Fish in Balasore: ସମୁଦ୍ରରୁ ୨ଟି ବିଶାଳ ସାର୍କଙ୍କ ମୃତଦେହ ଉଦ୍ଧାର; ୬ କ୍ବିଣ୍ଟାଲରୁ ହେବ ଉର୍ଦ୍ଧ୍ବ
- ୬୯ ଟେଷ୍ଟ ପରେ ଘରୋଇ ସିରିଜରୁ ବାଦ ପଡିଲେ ଅଷ୍ଟ୍ରେଲିଆର ଏହି ଖେଳାଳି
- Birupa River: ବିରୂପା ନଦୀରୁ ଖସିପଡ଼ିଲା କାର୍;ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
- Sanchar Saathi App :ସରକାର ବଦଳାଇଲେ ନିଜ ନିଷ୍ପତ୍ତି, ‘ସଞ୍ଚାର ସାଥୀ ଆପ୍’ ବାଧ୍ୟତାମୂଳକ ନୁହଁ…
- Fighter Jet Crash: ବଡ଼ ବିମାନ ଦୁର୍ଘଟଣା, ଅଳ୍ପକେ ବଞ୍ଚିଗଲା ପାଇଲଟଙ୍କ ଜୀବନ…
Comments are closed.