ଯାଜପୁର : ବିଦାୟ ନେଲେ ମା’ କାଳୀ । ବାଦ୍ୟ, ଘଣ୍ଟ, ସିଂଘ ବାଜା ତାଳେ ତାଳେ ମାଙ୍କୁ ଦେବୀଗଡାକୁ ବିସର୍ଜନ ହେଉଛନ୍ତି ମା । ଭସାଣ ଉତ୍ସବ ଆଜି ଶେଷ ହେବ । ଭସାଣ ଉତ୍ସବକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଶାନ୍ତିଶୃଙ୍ଖଳାରେ ଭସାଣ ଉତ୍ସବ ସାରିବା ପାଇଁ ଜିଲ୍ଳା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦେବୀଗଡା ନିକଟରେ ମାଙ୍କ ବିସର୍ଜନ ପାଇଁ ବୈତରଣୀ ନଦୀରେ ଏକ କୃତ୍ରିମ ପୋଖରୀ କରାଯାଇ ସେଠାରେ ସମସ୍ତ ମେଢ ବିସର୍ଜନ କରାଯିବ। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ଭସାଣ ଦଳ ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମ ପରିବେଶଣ କରୁଛନ୍ତି । ଭସାଣ ଉତ୍ସବରେ ଅଘୋରି ବାବାଙ୍କ ବିଭିନ୍ନ କଳା ପ୍ରଦର୍ଶନ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।
BREAKING NEWS
- Shivraj Patil passes away: ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ପରଲୋକ
- ସଂସଦରେ TMC ସାଂସଦ କରୁଛନ୍ତି ଧୂମପାନ, ଅଭିଯୋଗ ଆଣିଲେ ଅନୁରାଗ ଠାକୁର
- କଥା ହେଲେ ମୋଦି ଓ ଟ୍ରମ୍ପ, ବାଣିଜ୍ୟ ଚୁକ୍ତି ଉପରେ କଲେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
- first hydrogen-powered:ଦେଶର ପ୍ରଥମ ହାଇଡ୍ରୋଜେନ ଚାଳିତ ଜାହାଜ…
- ରାଜଧାନୀର ଏକ ବାର୍ରେ ଭୟାବହ ଅଗ୍ନିକାଣ୍ଡ
- Cold Wave: ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା: ଆହୁରି କଲବଲ କରିବ ଥଣ୍ଡା
- ମୋକିମଙ୍କ ବୟାନକୁ ନେଇ ତେଜୁଛି କଂଗ୍ରେସ କନ୍ଦଳ, ଦଳ ଭିତରେ ଛକାପଞ୍ଝା
- ‘ମାଲ୍ୟବନ୍ତ ମହୋତ୍ସବ’ ସ୍ଥଗିତ, ହଟିନି ଇଣ୍ଟରନେଟ୍ କଟକଣା
- ବାଂଲାଦେଶରେ ଘୋଷଣା ହେଲା ସାଧାରଣ ନିର୍ବାଚନ ତାରିଖ, ଏହି ଦିନ ପଡିବ ଭୋଟ୍…
- ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ‘ଓଡିଶା ମାଷ୍ଟର୍ସ ୨୦୨୫’; ଯୋଗଦେଲେ ମୁଖ୍ୟମନ୍ତ୍ରୀ
Comments are closed.