ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାକୁ ଫେରିଲା ଶୀତ । ଆଞ୍ଚଳିକ ପାଣିପାଗ ଦ୍ୱାରା ଗତ ୨୪ ଘଣ୍ଟାରେ ରେକର୍ଡ ତାପମାତ୍ରା ଅନୁସାରେ ୧୯ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରହିଛି ରାତି ତାପମାତ୍ରା । ସମତଳ ଅଞ୍ଚଳରେ ସର୍ବନିମ୍ୱ ତାପମାତ୍ରା ରହଛି । ସୁନ୍ଦରଗଡ କିରେଇରେ ୯.୫ ଡିଗ୍ରୀ ତାପମାତ୍ରା, ଜି.ଉଦୟଗିରିରେ ୧୦ ଡିଗ୍ରୀ, ଦାରିଙ୍ଗବାଡି ଓ ଫୁଲବାଣୀ ୧୦.୫ଡିଗ୍ରୀ, ଚିପିଲିମାରେ ୧୦.୮ଡିଗ୍ରୀ ଓ ସିମିଳିଗୁଡାରେ ୧୦.୯ ଡିଗ୍ରୀ ପାରଦ ରହିଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ୧୦.୫ ଡିଗ୍ରୀ ରେକର୍ଡ ରହିଛି । ଭୁବନେଶ୍ୱରରେ ୧୪.୫ ଡିଗ୍ରୀ ଓ କଟକରେ ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
BREAKING NEWS
- Putin backs India’s autonomy: ଭାରତକୁ ନେଇ ଟ୍ରମ୍ପଙ୍କ ଚେତାଇ ଦେଲେ ପୁଟିନ୍; କହିଲେ, “ଓଲଟା ପଡିପାରେ…”
- କୋର୍ଟରେ ଆତ୍ମସମର୍ପଣ କଲେ ଖାନ୍ ସାର୍
- ଭୁବନେଶ୍ୱରରେ ଅସହ୍ୟ ଗରମ ଓ ପ୍ରବଳ ଗୁଳଗୁଳି: ୪୭ ଡିଗ୍ରୀ ଛୁଇଁଲା ତାତି
- ବୋର୍ଡ-ନିଗମ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ; ଜୁନ୍ ୩୦ ସୁଦ୍ଧା ୧୧୮୩ ଜଣଙ୍କୁ ନିଯୁକ୍ତି
- ଅନ୍ନାମଲାଇଙ୍କ ନୂଆ ରାଜନୀତିକ ଚାଲ୍, କଲାମଙ୍କ ନାମରେ ତାମିଲନାଡୁରେ ନୂଆ ଆନ୍ଦୋଳନ
- ରାଜଧାନୀରେ ଛୁରାମାଡ, ୨ ଗୁରୁତର
- CJP protest: “ପଦ ଛାଡନ୍ତୁ ଶିକ୍ଷାମନ୍ତ୍ରୀ…”, ଜନ୍ତର ମନ୍ତରରେ ଗର୍ଜିଲେ କକ୍ରୋଚ୍; ସନ୍ଧ୍ୟା ୫ଟା ଯାଏଁ ପ୍ରତିବାଦ ପାଇଁ ପୋଲିସର ଅନୁମତି
- Annamalai’s ‘political movement’: ତାମିଲନାଡୁରେ ଅଡୁଆରେ ବିଜେପି, ହାତ ଛାଡି ଅନ୍ନାମଲାଇ ଗଢିଲେ “We the Leaders”, କିଛି ଘଣ୍ଟା ଭିତରେ ମିଳିଲା ଲକ୍ଷ ଲକ୍ଷ ସମର୍ଥନ
- ଯଦି କକ୍ରୋଚକୁ ଗିରଫ କର; ୪୨ ଦିନିଆ ଅନଶନ ଆରମ୍ଭ ହେବ, ଜାଣନ୍ତୁ କିଏ ଦେଲେ…
- ସକାଳୁ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜଧାନୀ
Comments are closed.