Latest Odisha News

BREAKING NEWS

୫ଜି ସେବା ପୂର୍ବରୁ ଗାଈକୁ ପ୍ରତୀକ ଭାବେ କାହିଁକି ବାଛିଲେ ଅମ୍ୱାନୀ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଜିଓ ଟ୍ରୁ ୫ଜି ପାଭିଲିଅନରେ ଗାଈ। ରିଲାଏନ୍ସ ଜିଓ ଗୋ-ସମୃଦ୍ଧି କଣ? ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଥମ ଥର ପାଇଁ ଗାଈକୁ ପ୍ରତୀକ ଭାବେ କାହିଁକି ରଖାଯାଇଥିଲା? ଅମ୍ୱାନୀ ପରିବାର ଗାଈକୁ ଗାଁର ବିକାଶରେ ଶକ୍ତିଶାଳୀ ପ୍ରତୀକ ଭାବେ ଗ୍ରହଣ କରିଛି। କାରଣ ଜାଣିଲେ ଆପଣ ବି ଚକିତ…

ସବୁ ଅପେକ୍ଷାର ଅନ୍ତ: ଆଜିଠୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା

ଭୁବନେଶ୍ୱର : ସବୁ ପ୍ରତୀକ୍ଷାର ଅନ୍ତ । ଆଜିଠୁ ଓଡ଼ିଶାରେ ମିଳିବ ୫ଜି ସେବା। ଟେଲିକମ ନେଟଓ୍ୱର୍କ ସେବାରେ ଆରମ୍ଭ ହେବ ଆଉ ଏକ ଯୁଗ। ରାଜ୍ୟକୁ ନୂଆବର୍ଷର ଭେଟି। ରିଲାଏନ୍ସ ଓ ଏୟାରଟେଲ୍ ସହଯୋଗୀତାରେ ସାରା ରାଜ୍ୟରେ ସ୍ଥାପନ ହୋଇଛି ପ୍ରାୟ ୫୧୦ ବେସ୍ ଟ୍ରାନ୍ସିଭର୍ ଷ୍ଟେସନ (ବିଟିଏସ୍) ଟାଓ୍ୱାର…

ବିଜେବି ଜୁନିଅର କଲେଜରେ ତୁମୁଳକାଣ୍ଡ; ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହାତାହାତି

ଭୁବନେଶ୍ୱର:  ବିଜେବି ଜୁନିଅର କଲେଜରେ ତୁମୁଳକାଣ୍ଡ । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହାତାହାତି । ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ ମାରି ଲହୁଲୁହାଣ କଲେ ସିନିୟର । ଆକ୍ରମଣର ଶିକାର ଛାତ୍ର ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି । ମାରପିଟ୍ ର ଭିଡିଓ ଏବେ ଭାଇରାଲ ହେବାରେ…

ଚିଙ୍ଗୁଡ଼ି ଘେରିରେ ଫସିଥିଲା ପାଣିକୁଆ, ପକ୍ଷୀଗଣନାକାରୀ ଉଦ୍ଧାର କରିବା ପରେ ଉଡିଗଲା ଦୂର ଆକାଶକୁ

ଖୋର୍ଦ୍ଧା: ବନ୍ଦୀ ଜୀବନରୁ ମୁକ୍ତ ହେଲା ପାଣି କୁଆ । ଖୋଲା ଆକାଶରେ ଉଡ଼ିଗଲା । ଉଡିଗଲା ଦୂରକୁ, ବହୁ ଦୂରକୁ । ବନ୍ଦୀ ଥିବାର ଦୁଃଖକୁ ଭୁଲିଗଲା । ଯଦି ପକ୍ଷୀଗଣନାକାରୀ ଆସିନଥାନ୍ତେ, ସତରେ ସେ କଣ ମୁକୁଳୁପାରିଥାନ୍ତା । ଆଉ ଖୋଲା ଆକାଶରେ ଉଡ଼ିବାର ମଜା ପୁଣି କଣ ପାଇଥାନ୍ତା । ମନେ ମନେ…

ହକି ବିଶ୍ୱ କପ୍ ପାଇଁ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସମୀର

ଭୁବନେଶ୍ୱର : ଓଡ଼ିଶାରେ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱ କପ୍ । ଏଥିପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯାଉଛି । ମନ୍ତ୍ରୀ ସମୀର ରଞ୍ଜନ ଦାଶ ମିଜୋରାମ ମୁଖ୍ୟମନ୍ତ୍ରୀ ପୁ. ଜୋରାମଥାଙ୍ଗାଙ୍କୁ ଆଜି ସକାଳେ…

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ; ୨୧ ଟିମରେ ଶହେରୁ ବେଶୀ କର୍ମଚାରୀ ନିୟୋଜିତ

ଖୋର୍ଦ୍ଧା: ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଧୀନ ୫ଟି ରେଞ୍ଜରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିବ। ଗଣନା କାର୍ଯ୍ୟରେ ୨୧ ଟିମରେ ଶହେରୁ ଅଧିକ କର୍ମଚାରୀ ସାମିଲ ଅଛନ୍ତି। ବାଲୁଗାଁ ସହିତ ୫…

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲ୍ୟାଣ୍ଡସ୍ ହକି ଟିମ୍

ଭୁବନେଶ୍ୱର : ୧୩ ତାରିଖରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱ କପ୍ । ପ୍ରଥମ ବିଦେଶୀ ପ୍ରତିଯୋଗୀ ଦଳ ଭାବେ ଓଡ଼ିଶାରେ ପହଞ୍ଚିଲା ଟିମ୍ । ଭୁବନେଶ୍ୱରରେ ପହଞ୍ଚିଛି ନେଦରଲାଣ୍ଡସ୍ ଟିମ୍ । ବିମାନବନ୍ଦରରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି । ୧୦ ତାରିଖରେ ରାଉରକେଲା ଅଭିମୁଖେ ଯିବ ଏହି ଦଳ ଓ ୧୪…

ପଞ୍ଜାବରେ ବାଘ ଶିକାର, ସପ୍ତାହରେ ୨ କଲରାପତରିଆ ଶବ ଉଦ୍ଧାର ହେଲାଣି

ପଞ୍ଜାବ: ପଞ୍ଜାବରେ ଚାଲିଛି ଅବାଧ ବାଘ ଶିକାର । ମଙ୍ଗଳବାର ରୁପନଗର ଜିଲ୍ଲା ନିକଟସ୍ଥ ଜଙ୍ଗଲରୁ ଏକ ୫ ବର୍ଷୀୟ କଲରାପତରିଆ  ଛୁଆର ମୃତଦେହ ମିଳିଛି । ବାଘଟି ଗୁଳିର ଶିକାର ହୋଇଛି । ତେବେ ବାଘକୁ ପେଶାଦାର ଶିକାରୀ ଗୁଳି ମାରିଛି କି ଆଉ କିଏ ତାହା ସ୍ପଷ୍ଟ କରିଛନ୍ତି ଡିଏଫଓ କୁଲରାଜ ସିଂ ।…

‘ତାରକ ମେହେତା କା ଉଲଟା ଚଷମା’: ୧୪ ବର୍ଷ ପରେ ଶୋ’ ଛାଡିଲେ ଡାଇରେକ୍ଟର

ନୂଆଦିଲ୍ଲୀ: ତାରକ ମେହେତା କା ଉଲଟା ଚଷମା ଟିଭି ଶୋ’ ଛାଡ଼ିଲେ ଡାଇରେକ୍ଟର ମାଲବ ରାଜଦା । ୧୪ ବର୍ଷ ଧରି ସେ ଏହି ଶୋ’ ନିର୍ଦ୍ଦେଶନା ଦେଇଥିଲେ । ଏବେ ଟିଆରପି ଉପରେ ପଡିବ କି ପ୍ରଭାବ? ଦର୍ଶକ ବି ଆଚମ୍ୱିତ । ଠିକ୍ ସେଇ ମଜା  ମିଳିବ ତ? ଶୋ ବେଳେ ହସି ହସି ଯେପରି ଗଡିଯାଉଥିଲେ, ସେମିତି…