ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ସୋମବାର ରାତିରେ ଭୁବନେଶ୍ୱର ବିଭିନ୍ନ ହୋଟେଲରେ ପୋଲିସ ଚଢାଉ କରିଛି । କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଲକ୍ଷ୍ମୀସାଗର ଓ ଶହୀଦନଗର ଥାନା ଅଞ୍ଚଳରେ ମିଳିତ ଭାବେ ପୋଲିସ ଚଢାଉ କରାଯାଇଥିଲା । ଏହି ଚଢାଉରେ ବଛା ବଛା ଅଫିସରକୁ ନେଇ ଗଠିତ ଟିମ୍ -୬୦ ଓ ସିଟିଏସ ଫୋର୍ସ ସାମିଲ ହୋଇଥିଲେ । ବିଶେଷକରି ବିଭିନ୍ନ ହୋଟେଲରେ ଗେଷ୍ଟ ଲିଷ୍ଟ ଯାଞ୍ଚ କରାଯାଇଥିଲା । ସେଫ୍ ସିଟି ଡ଼୍ରାଇଭ ଅଧୀନରେ ଏହି ଚଢାଉ କରାଯାଇଥିଲା ।
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଅପରାଧୀଙ୍କ କାର୍ଯ୍ୟକଳାପ ଆଶଙ୍କା କରି ପୋଲିସ ପକ୍ଷରୁ ବ୍ୟାପକ ଭାବେ ଏହି ଚଢାଉ କରାଯାଇଛି ।
BREAKING NEWS
- IAS ସ୍ତରରେ ଅଦଳବଦଳ; ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ ବଦଳିଲେ…
- ଜନ୍ମଦିନରେ ଜଳିଲା ଯବାନଙ୍କ ଜୁଇ; ଭି. ତେଜାଙ୍କ ପାଇଁ କାନ୍ଦୁଛି ଜନ୍ମମାଟି…
- ଗଞ୍ଜାମରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ; ୨ ଆହତ
- Repo Rate Hike: ୪ ବର୍ଷ ପରେ RBIର ବଡ଼ ଝଟକା! ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ ଲୋନ୍… ବଢ଼ିବ EMI
- Modi’s 25-Year: ଶାସନରେ ମୋଦିଙ୍କ ୨୫ ବର୍ଷ: ଏମିତି ଥିଲା ଗୁଜରାଟରୁ ଦିଲ୍ଲୀ ଯାତ୍ରା…ଆଜି ସାରା ଦେଶରେ ମେଗା ସେଲିବ୍ରେସନ୍!
- ‘ଆର୍ଜେଣ୍ଟିନା ସହ ଆଉ ନରହିବା ବହୁତ କଷ୍ଟ ଦେବ’: ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେଇ ମେସିଙ୍କ ଭାବବିହ୍ୱଳ ବିଦାୟୀ ଭାଷଣ
- ଓଲଟିଲା ୨ ଟ୍ରକ୍; କୋରାପୁଟ-ରାୟଗଡ଼ା ମଧ୍ୟରେ ଯାତାୟାତ ଠପ୍
- Gen Z ଙ୍କ ପ୍ରକୋପରେ ଜଳୁଛି ଫ୍ରାନ୍ସ…
- ବିସ୍ଥାପିତଙ୍କ ପାଇଁ ଗୃହ ନିର୍ମାଣ ଯୋଜନା ଘୋଷଣା କଲେ ହିଜବୁଲ୍ଲା ମୁଖିଆ ସେଖ ନଇମ କାସେମ
- ତେଲ ଟ୍ୟାଙ୍କର ଉପରେ ୟୁକ୍ରେନର ଡ୍ରୋନ ଆଟାକ, ୨୩ ଭାରତୀୟ କ୍ରୁ ଉଦ୍ଧାର…

Comments are closed.