Latest Odisha News

BREAKING NEWS

ଓସ୍କାର ପାଇଁ ଗଲା ଫିଲ୍ମ ଟୁ ଏଲ୍‌ଥ ଫେଲ୍‌

ମୁମ୍ବାଇ: ଓସ୍କାର ପାଇଁ ପଠାଗଲା ଫିଲ୍ମ ଟୁ ଏଲ୍‌ଥ ଫେଲ୍ । ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ଟୁ ଏଲ୍‌ଥ ଫେଲ୍ ସ୍ଲିପର ହିଟ୍ ହୋଇଛି । ବିନା କୌଣସି ପ୍ରଚାର ବିନା ଜାକଜମକରେ ସିନେମାଟି ଧୀରେ ଧୀରେ ସିନେମା ଘରେ ଚହଳ ସୃଷ୍ଟି କରୁଛି । ଫିଲ୍ମଟିକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ରିଲିଜ୍…

ପ୍ରେମିକ ଆକାଶଙ୍କ ସହ କେଦାରନାଥ ଦର୍ଶନ କଲେ ଅଞ୍ଜଳି

ମୁମ୍ବାଇ: ପ୍ରେମିକ ଆକାଶଙ୍କ ସହ କେଦାରନାଥ ଦର୍ଶନ କଲେ ବଲିଉଡ଼ ଅଭିନେତ୍ରୀ ଅଞ୍ଜଳି ଆରୋରା । ସେ ଏବେ ଚାରିଧାମ ଦର୍ଶନରେ ଯାଇଛନ୍ତି । କେଦାରନାଥ, ବଦ୍ରିନାଥଙ୍କ ବ୍ୟତୀତ ସେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଦର୍ଶନ କରିଥିଲେ । ସେହି ସବୁ ସ୍ଥାନରୁ ଅନେକ ଫଟୋ ସୋସିଆଲ୍ ମିଡିଆରେ ସେୟାର ବି…

୧୦ ହଜାର କୁମ୍ଭୀରଙ୍କୁ ଖାଇବାକୁ ଦିଅନ୍ତି ବ୍ୟକ୍ତି

ଦୁନିଆରେ ଅନେକ ପ୍ରାଣୀ ଅଛନ୍ତି, ଯାହାକୁ ଦେଖିଲେ ଲୋକେ ଭୟଭୀତ ହୋଇପଡ଼ନ୍ତି । ସେଥିମଧ୍ୟରୁ କୁମ୍ଭୀର ଅନ୍ୟତମ । ପ୍ରତ୍ୟେକ ଲୋକ କୁମ୍ଭୀରକୁ ଦେଖିଲେ ଭୟ କରିଥାନ୍ତି । କେହି ତା’ ସାମ୍ନାକୁ ଯିବାକୁ ବି ସାହସ ଜୁଟାନ୍ତିି ନାହିଁ । କିନ୍ତୁ ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ…

ପ୍ରଶଂସକଙ୍କ ହୃଦୟ ଜିତିଲେ ଶାହରୁଖ

ଅହମ୍ମଦାବାଦ୍ : ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଦେଖିବାକୁ ଆଜି ବଲିଉଡର ଅନେକ କଳାକାର ଅହମ୍ମଦାବାଦରେ ପହଞ୍ଚିଥିଲେ । ଦୀପିକା ପାଦୁକୋନ ତାଙ୍କ ଭଉଣୀ ଅନିଶା ଏବଂ ପିତା ପ୍ରକାଶ ପାଦୁକୋନ ରଣବୀର ସିଂଙ୍କ ସହ ମ୍ୟାଚ ଦେଖିବା ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ ଇଣ୍ଡିଆକୁ…

ବିରାଟ ଆଉଟ ହେବା ପରେ ଭାଙ୍ଗିଲା ଅନୁଷ୍କାଙ୍କ ଦିଲ୍‌

ଅହମ୍ମଦାବାଦ: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିଲା ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା । ଟସ ପରେ ପ୍ରଥମେ ବ୍ୟାଟିଂ କରିିଥିବା ଟିମ ଇଣ୍ଡିଆ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା । ଏହି ସମୟରେ ବିରାଟ କୋହଲି, ଯେଉଁଥିରୁ ଏକ ବଡ଼ ଇନିଂସ ଆଶା କରାଯାଉଥିଲା, ସେ ୫୪…

ଶାହରୁଖଙ୍କ ପାର୍ଟିକୁ ଏହି କାରଣରୁ ଯାଆନ୍ତି ନାହିଁ ଇମ୍ରାନ

ମୁମ୍ବାଇ: ଫିଲ୍ମ 'ଟାଇଗର-୩' 'ପାଇଁ ଆଜିକାଲି ବଲିଉଡ ଅଭିନେତା ଇମ୍ରାନ ହାସମୀ ଚର୍ଚ୍ଚାରେ ଅଛନ୍ତି । ସିରିଏଲ କିସର ନାମରେ ପ୍ରସିଦ୍ଧ ଇମ୍ରାନ ଏହି ଚଳଚ୍ଚିତ୍ରରେ ଭିଲେନ ଭୂମିକାରେ ନଜର ଆସିଛନ୍ତି । ଆଉ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ତେବେ ଇମ୍ରାନ ଏବେ ବଲିଉଡ କିଙ୍ଗ…

ବିଶ୍ୱର ସବୁଠାରୁ ବଡ ସ୍ୱର୍ଣ୍ଣମୁଦ୍ରା, ମୋଗଲ ସମ୍ରାଟଙ୍କ ଦ୍ୱାରା ହୋଇଥିଲା ତିଆରି

ଭାରତରେ ଲୋକମାନେ ସୁନାକୁ ବହୁତ ଭଲ ପାଆନ୍ତି । ଯଦି ଆପଣ କୌଣସି ରାଜ୍ୟକୁ ଯାଆନ୍ତି, ତେବେ ଆପଣ ସେମାନଙ୍କ ସମ୍ପ୍ରଦାୟ କିମ୍ବା ସେହି ଅଞ୍ଚଳରେ ଅଧିକାଂଶ ମହିଳା ସୁନା ଅଳଙ୍କାର ବ୍ୟବହାର କରୁଛନ୍ତି । କେବଳ ଅଳଙ୍କାର ନୁହେଁ, ସୁନା ମୁଦ୍ରା ମଧ୍ୟ ରଖିଛନ୍ତି । କିନ୍ତୁ ଆପଣ ଦୁନିଆର ସବୁଠୁ ବଡ…

୨ଟି ଫ୍ଲାଟ ବିକିଲେ ପ୍ରିୟଙ୍କା , ଜାଣନ୍ତୁ କିଣିଲେ କିଏ?

ମୁମ୍ବାଇ: ବଲିଉଡ଼ ଓ ହଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ମୁମ୍ବାଇର ପୋଶ୍ ଅଞ୍ଚଳରେ ଅନ୍ଧେରୀରେ ଥିବା ନିଜର ଦୁଇଟି ଫ୍ଲାଟ୍‌କୁ ବିକ୍ରି କରିଛନ୍ତି । ଏହା ୬ କୋଟି ଟଙ୍କାରେ ବିକ୍ରି ହୋଇଛି । ଅନ୍ଧେରୀରେ ଥିବା ଏକଫ୍ଲାଟ୍‌୍ ୮୬୦ ବର୍ଗଫୁଟ୍ ଅଞ୍ଚଳରେ ହୋଇଥିବା ବେଳେ ଏହାକୁ ୨.୨୫…

ଯେଉଁଠି ପତ୍ନୀଙ୍କ ଜନ୍ମଦିନ ଭୁଲିଲେ ମିଳେ ଜେଲ୍ ଦଣ୍ଡ

ପତ୍ନୀଙ୍କ ଜନ୍ମଦିନ ଭୂଲିଗଲେ ମିଳେ ଜେଲ ଦଣ୍ଡ । ଏଭଳି ଅପରାଧ ପାଇଁ ସ୍ୱାମୀଙ୍କୁ ପାଞ୍ଚ ବର୍ଷ ଯାଏ ଜେଲ ଦଣ୍ଡ ଭୋଗିବାର ନିୟମ ବି ରହିଛି । ତେବେ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ସାମୋଆ ଦେଶରେ ପତ୍ନୀଙ୍କ ଜନ୍ମଦିନ ଭୁଲିଯିବା ହେଉଛି ବେଆଇନ ଏବଂ ଏକ ଅକ୍ଷମଣୀୟ ଅପରାଧ । ସାଧାରଣତଃ…

ଭିକିଙ୍କଠାରୁ ଯଥେଷ୍ଟ ଅଧିକ ଟଙ୍କାର ମାଲିକାଣୀ କ୍ୟାଟ୍ରିନା

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ ହୋଇଯାଇଛି ସଲମାନ ଖାନଙ୍କ ଅଭିନିତ ଫିଲ୍ମ 'ଟାଇଗର-୩ ' । ଏଥିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ଜୋୟା ଭୂମିକାରେ ନଜର ଆସିଥିବା କ୍ୟାଟ୍ରିନା କୈଫ୍ ତାଙ୍କ ସ୍ୱାମୀ ଭିକିଙ୍କଠାରୁ ଯଥେଷ୍ଟ ଅଧିକ ଟଙ୍କାର…