Latest Odisha News

କାଶ୍ମୀରରେ ପାକିସ୍ତାନର ହିଂସା ଷଡଯନ୍ତ୍ର: ଏଲଓସି ନିକଟକୁ ଆତଙ୍କୀ ଶିବିର ସ୍ଥାନାନ୍ତର

ଦିଲ୍ଲୀ : ଜାମ୍ମୁ-କାଶ୍ମୀରକୁ ଅଶାନ୍ତ କରିବାକୁ ପାକର ଷଡଯନ୍ତ୍ର  । ଅଧିକରୁ ଅଧିକ ଆତଙ୍କୀଙ୍କୁ ଅନୁ ପ୍ରବେଶ କରାଇବା ଲାଗି ପାକିସ୍ତାନ ଉଦ୍ୟମ କରୁଛି  । ସେଥିପାଇଁ ପାକିସ୍ତାନୀ ସେନା ସୀମା ଆରପଟେ ରହିଥିବା ଆତଙ୍କୀ ଶିବିର ଓ ଲଞ୍ଚ  ପ୍ୟାଡକୁ ଏବେ ନିୟନ୍ତ୍ରଣ ରେଖା ନିକଟକୁ ସ୍ଥାନାନ୍ତର କରିଛି  ।

ଏହି ଆତଙ୍କୀ ଶିବିରରେ ଲସ୍କର-ଇ-ତୈଇବା, ଜୈସ-ଇ-ମହମ୍ମଦ, ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କୀ ସଂଗଠନର ସଦସ୍ୟମାନେ ସାମିଲ ରହିଛନ୍ତି  । ଭାରତୀୟ ସେନାଙ୍କ କବଳରୁ ବର୍ତ୍ତିବା ପାଇଁ ଆତଙ୍କୀ ମାନେ ବିଭିନ୍ନ ରାସ୍ତା ଦେଇ  ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ଲାଗି ଉଦ୍ୟମ କରୁଛନ୍ତି  । ତେଣୁ ଏଲଓସି ନିକଟକୁ ଆତଙ୍କୀ ଶିବିରକୁ ସ୍ଥାନାନ୍ତରିତ କରାଯାଇଛି  ।

Comments are closed.