Latest Odisha News

BREAKING NEWS

Capital Crime:ପୋଲିସ କେସ୍‌ ଦେବାରୁ ମହିଳାଙ୍କୁ ଖଣ୍ଡାରେ ହାଣିଦେଲେ

ଭୁବନେଶ୍ୱର:ରାଜଧାନୀର ଛାତି ଉପରେ ଖୁଲମଖୁଲା ଆକ୍ରମଣ । ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ । ମହିଳା ଜଣକ ମକା ବିକୁଥିବାବେଳେ ତାଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭୁବନେଶ୍ବର ସତସଙ୍ଗ ବିହାର ଅଞ୍ଚଳରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ଚୋରି ମାମଲାକୁ ନେଇ ପୋଲିସ କେସ୍‌ ଦେବାରୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.