କୋଟପାଡ଼:କୋଟପାଡ଼ ବ୍ଲକ ଚାନ୍ଦିଲି ଗାଁରେ ଅଭାବନୀୟ ଘଟଣା ଘଟିଛି । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଓ ଜଣେ ଗୁରୁତର ହୋଇଛନ୍ତି ।
ମୃତକ ହେଲେ ହେମନ୍ତ ଠାକୁର ଏବଂ ଅନ୍ୟ ଜଣେ ହରଣ ପ୍ରତ୍ୟାଶା । ଏପଟେ ଗୁରୁତର ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।
Comments are closed.