ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ନେଇ ବ୍ୟାପୁଥିବା ହିଂସା ଉଗ୍ର ରୂପ ନେଇଛି । ଏହାରି ଭିତରେ ଦିଲ୍ଲୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରତିନିଧି ଦଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ମନମୋହନ ସିଂ, ଆନନ୍ଦ ଶର୍ମା, ରଣଦୀପ ସୁରଜେବାଲା ପ୍ରମୁଖ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ଦିଲ୍ଲୀ ପୋଲିସ ହିଂସା ରୋକିବାରେ ବିଫଳ ହୋଇଛି । ହିଂସା ଯୋଗୁଁ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ୨ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । କୋଟିଏ ଟଙ୍କାରୁ ଅଧିକ ସମ୍ପତି ନଷ୍ଟ ହୋଇଛି । ଏସବୁ ଦେଖି ମଧ୍ୟ ସରକାର ମୁକ ପାଲଟିଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି । ହିଂସା ଘଟାଇଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ତ୍ତ୍ୱଓ କ୍ଷତିଗ୍ରସ୍ତଙ୍କୁ ସହାୟତା ସେ ଦାବି କରିଛନ୍ତି ।
BREAKING NEWS
- ପଳାଶୁଣି ବ୍ରିଜ ଦୁର୍ଘଟଣା: ହାଇୱା ଡ୍ରାଇଭର ଗିରଫ, ଲାଗିଲା ହତ୍ୟା ଉଦ୍ୟମ ଦଫା
- Shital Shasthi:ଶୀତଳ ଷଷ୍ଠୀ ପାଇଁ ୧.୦୮ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ;ଭବ୍ୟତାର ସହ ପାଳନ ପାଇଁ ଏହି ନିଷ୍ପତ୍ତି
- ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ବିରୋଧ: ଫିଙ୍ଗିଲେ ଅଣ୍ଡା ଓ ଢେଲା, ଶୁଭିଲା ଚୋର ଚୋର ନାରା
- ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମହିଳା ବାଥରୁମରେ ସ୍ପାଏ କ୍ୟାମେରା ଲଗାଇବା ଘଟଣାରେ ଜଣେ ଗିରଫ
- ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଗାନ୍ଧୀ ବନାମ ଗଡସେଙ୍କ କାହାଣୀ, ଫିଲ୍ମ ‘କୌନ ସହି’
- ମାଲକାନଗିରିରେ ଚଢ଼ା ଦରରେ ବିକ୍ରି ହେଉଛି ପେଟ୍ରୋଲ ଡିଜେଲ, କଳାବଜାରୀକୁ ନେଇ ବଢ଼ିଲା ଚିନ୍ତା
- ଆଗାମୀ ୪-୫ ଦିନରେ ଆହୁରି ଆଗକୁ ବଢ଼ିବ ମୌସୁମୀ
- ଡିକେ ଶିବକୁମାରଙ୍କ ଶପଥ ଗ୍ରହଣ; ଜୁନ୍ ୩କୁ କାହିଁକି ବାଛିଲେ
- SC Dowry Case: ଯୌତୁକ ନେଇ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ, “ବନ୍ଦ ହେଉ ବୋହୂ ଏବଂ ତାଙ୍କ ପରିବାର ପ୍ରତି ଅସମ୍ମାନ…”
- Private Bus Strike:ଘରୋଇ ବସ୍ ମାଲିକ ସଂଘଙ୍କ ଚେତାବନୀ; ଭଡ଼ା ବୃଦ୍ଧି ନିଷ୍ପତ୍ତି ନନେଲେ ବସ୍ ଚଳାଚଳ ବନ୍ଦ…
Comments are closed.