ମୁମ୍ବାଇଁ: ବଲିଉଡର ଶ୍ରେÂ ସଫଳ ଫିଲ୍ମ ମଧ୍ୟରେ ଗଣତି ହେଉଥିବା ଶାହାରୁଖ ଖାଁଙ୍କ ଦିଲୱାଲେ ଦୁହ୍ଲନିୟାଁ ଲେ ଯାଏଙ୍ଗେର ସିକ୍ୱେଲ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ ଏହି ଫିଲ୍ମ କଥା ଉଠାଇଥିଲେ । ଶାହାରୁଖଙ୍କ ପ୍ରଶଂସକମାନେ ଏହି ପ୍ରଶଂସାରେ ଉତଫୁଲ୍ଲିତ ହୋଇ ପଡିଛନ୍ତି ।
କିଙ୍ଗ ଖାଁଙ୍କ ପତ୍ନୀ ଗୌରୀ ମଧ୍ୟ ଏହି ସଫଳ ଫିଲ୍ମର ସିକ୍ୱେଲ ହେବା କଥା ବୋଲି କହିଛନ୍ତି । ଏହାର ପ୍ରଯୋଜକ ଓ ନିଦେ୍ର୍ଧଶକଙ୍କ ସହ ନେଇ ଆଲୋଚନା କରିବି ବୋଲି ଗୌରୀ କହିଛନ୍ତି ।
BREAKING NEWS
- Isreal After Trump says leave War: ଯୁଦ୍ଧରେ ଆମେରିକାଠୁ ଅଲଗା ହେଲା କି ଇସ୍ରାଏଲ? ଟ୍ରମ୍ପଙ୍କ ବୟାନ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା…
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
Comments are closed.