କେରଳ: କରୋନା ଭୂତାଣୁ ଭୟ ସାରା ବିଶ୍ୱକୁ ଘାରିଛି । ଏହାରି ଭିତରେ କରୋନାକୁ ନେଇ କେରଳ ପୋଲିସ ଲୋକଙ୍କୁ ଅଭିନବ ଢ଼ଙ୍ଗରେ ସଚେତନତା ବାର୍ତା ଦେଇଛି । କେରଳ ପୋଲିସ ପକ୍ଷରୁ ଏକ ହ୍ୟାଣ୍ଡ ୱାସିଂ ଡ୍ୟାନ୍ସ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ।
ଏହି ଭିଡିଓରେ ୬ ଜଣ ପୋଲିସ କର୍ମଚାରୀ ମୁହଁରେ ମାସ୍କ ପିନ୍ଧି ଡ୍ୟନ୍ସ କରି କିଭଳି ନିଜ ହାତକୁ ସଫା ରଖିପାରିବେ ସେ ନେଇ ବାର୍ତ୍ତା ଦେଉଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ଏହାକୁ ୮ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣି । ପ୍ରାୟ ୨୯ ହଜାର ଲାଇକ ମିଳିଥିବା ବେଳେ ଏହି ଭିଡିଓକୁ ୨ ହଜାରରୁ ଅଧିକ କମେଂଟ ମିଳିଛି ।
BREAKING NEWS
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
Comments are closed.