ଭୁବନେଶ୍ୱର: କରୋନା ପାଇଁ ଖୋଲିଲା ୨୪ ଘଂଟିଆ କଂଟ୍ରୋଲ ରୁମ୍ । ରାଜ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଆଇପିଏସ୍ ଅମିତାଭ ଠାକୁର ଏହାର ପରିଚାଳନା ଦାୟିତ୍ୱରେ ରହିବେ । ଆଜି ଠାରୁ ହିଁ ଏହି କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ ହୋଇଛି ।
ଲୋକସେବା ଭବନରେ ଆୟୋଜିତ ବୈଠକରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ମହାମାରୀ କରୋନାର ପ୍ରକୋପ ରୋକିବା ପାଇଁ ତାଲା ବନ୍ଦର ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ଉପୁଜିଥିବା ସମସ୍ୟ ସମ୍ପର୍କରେ ଲୋକ ଏହି କଣ୍ଟ୍ରୋଲ ରୁମ୍କୁ ଫୋନ କରି ଜଣାଇପାରିବେ । ଏଥିପାଇଁ ଗୃହ ବିଭାଗ ପକ୍ଷରୁ ୦୬୭୪-୨୩୯୨୧୧୫ ଏବଂ ୯୪୩୮୯୧୫୯୮୬ ଦୁଇଟି ଫୋନ୍ ନମ୍ବର ଜାରି କରାଯାଇଛି ।
BREAKING NEWS
- ଆପରେଣ୍ଟିସିପ୍ ଏମ୍ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ
- ଗିଲଙ୍କ ଶତକ, ତୃତୀୟ ଥର ପାଇଁ ଗୁଜରାଟ ଫାଇନାଲରେ
- ବିଷାକ୍ତ ମଦ ପିଇ ୧୫ ଜଣଙ୍କର ମୃତ୍ୟୁ, ଅନେକ ଗୁରୁତର
- ଭାରତକୁ ସବଷ୍ଟ୍ରେଟ୍ ଉତ୍ପାଦନ ପ୍ରଯୁକ୍ତି ଆଣିବାକୁ ଓଡ଼ିଶା ସରକାର ଏବଂ ଇଣ୍ଟେଲ୍ ଓ ୩ ଡିଜିଏସ୍ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ
- ପୂନର୍ବାର ଶତକ ସୁଯୋଗ ହାତଛଡା କଲେ ବୈଭବ
- ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପୋଲିସ କମିଶନରଙ୍କୁ ରିପୋର୍ଟ ମାଗିଲେ ଡିଜିପି
- ରିଲିଜ୍ ପୂର୍ବରୁ ବିବାଦରେ ‘ହୈ ଜୱାନି ତୋ ଇଶ୍କ ହୋନା ହୈ’, ନିର୍ମାତାଙ୍କ ବିରୋଧରେ ୪୦୦ କୋଟିର ମାମଲା ଦାୟର
- କୋଇଲା ବୋଝେଇ ଟ୍ରେନ୍ରେ ନିଆଁ
- ଉପରାଷ୍ଟ୍ରପତିଙ୍କ ଦ୍ୱାରା ପାଞ୍ଚଟି ଜାତୀୟ ପ୍ରୟାସର ଶୁଭାରମ୍ଭ; ଦ ଆର୍ଟ ଅଫ ଲିଭିଙ୍ଗର ୪୫ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ ଡାକ ଟିକେଟ୍ ଉନ୍ମୋଚନ
- ୫୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସବୁଜିମାରେ ଖେଳାଯାଉଛି ଫ୍ରେଂଚ ଓପନ
Comments are closed.