ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ଗିରବ ଲୋକେ ଯେପରି ଅଧିକ ପ୍ରଭାବିତ ନହୁଏନ୍ତି ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ୟାକେଜ ଘୋଷଣା ହୋଇଛି ।
ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ଅନୁସାରେ ପ୍ରତି ଗରିବ ପରିବାରଙ୍କୁ ମାସିକ ୫ କିଲୋ ଚାଉଳ କିମ୍ବା ଗହମ ମିଳିବ । କେବଳ ସେତିକି ନୁହେଁ ଏକ କିଲୋ ଡାଲି ମଧ୍ୟ ଯୋଗାଇ ଦେବେ କେନ୍ଦ୍ର ସରକାର । ଆସନ୍ତା ୩ ମାସ ଯାଏଁ କେନ୍ଦ୍ର ସରକାର ଏହି ସୁବିଧା ଯୋଗାଇବେ । ଏହାଦ୍ୱାରା ୮୦ କୋଟି ଗରିବ ହିତାଧିକାରୀ ଲାଭବାନ ହୋଇପାରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ କହିଛନ୍ତି ।
BREAKING NEWS
- Attack: ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ପରେ ସଂଘର୍ଷ;ଜଣେ ମୃତ, ୨ଗୁରୁତର
- ଛିନତାଇ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଲୁଟେରା ଗିରଫ; ସୁନା ଅଳଙ୍କାର ଜଵତ
- Kuki Groups: ନୂତନ ସରକାର ଗଠନର ଦିନକ ପରେ ପୁଣି ମଣିପୁର ଅଶାନ୍ତ; କୁକି ସଂପ୍ରଦାୟର ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ…
- ‘Godaan’ Tax-Free: ହିନ୍ଦୀ ଫିଚର ଫିଲ୍ମ ‘ଗୋଦାନ’ର ପ୍ରିମିୟର ଦେଖିଲେ ମୁଖ୍ୟମନ୍ତ୍ରୀ;କଲେ ‘ଟାକ୍ସ ଫ୍ରି’
- Pre-Budget Consultation: ସମସ୍ତଙ୍କ ମତାମତକୁ ଆଧାର କରି ‘ଲୋକଙ୍କ ବଜେଟ’ ଭାବେ ପ୍ରସ୍ତୁତ କରାଯିବ: ମୁଖ୍ୟମନ୍ତ୍ରୀ
- Gelatin sticks Seized: ତରଭୁଜ ଗଦା ତଳୁ ବିସ୍ଫୋରକ ସାମଗ୍ରୀ ଜବତ;ଶହେଟି ବାକ୍ସରୁ ୧୮ ହଜାର ଜିଲାଟିନ୍ ଷ୍ଟିକ୍ ସହ…
- ମଝି ସମୁଦ୍ରରେ ଓଡ଼ିଆ ଯୁବକ ନିଖୋଜ ଘଟଣା, କେନ୍ଦ୍ରର ୪ ବିଭାଗକୁ ରାଜ୍ୟ ସରକାରଙ୍କ ଚିଠି
- ଖୁବଶୀଘ୍ର ଭାରତୀୟ ବାୟୁସେନାକୁ ମିଳିବ ୫ ତେଜସ
- ପୂର୍ବରୁ ଭାରତ ସହ ଟ୍ରେଡ ଡିଲ୍ କେହି କରୁନଥିଲେ କିନ୍ତୁ ଏବେ…
- ଏଫଆଇଏଚ ପ୍ରୋ ହକି ଲିଗ: ଭାରତୀୟ ଦଳରେ ଓଡିଶାର ୫ଜଣଙ୍କୁ ସୁଯୋଗ
Comments are closed.