ପାରଳାଖେମୁଣ୍ଡି: କରୋନା ଚିକିତ୍ସା ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଖୋଲିଲା କୋଭିଡ-୧୯ ହସ୍ପିଟାଲ । ସେଂଚୁରିଆନ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ଏହି ହସ୍ପିଟାଲ ଆରମ୍ଭ ହୋଇଛି । ଏନେଇ ବୁଧବାର ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଏହି ହସ୍ପିଟାଲଟି ଜିଲ୍ଲା ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ଭୁବନେଶ୍ୱର ଦ୍ୱାରା ପରିଚାଳିତ ହେବ । ୧୧୦ଟି ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୧୦ଟି ଆଇସିୟୁର ବ୍ୟବସ୍ଥା କରାଯାଇଛି ।
BREAKING NEWS
- କପିଳ ଦେବଙ୍କ ରେକର୍ଡ ଭାଙ୍ଗିବା ଆଶାରେ ମିଚେଲ ଷ୍ଟାର୍କ
- ଭିଜିଲାନ୍ସ ଜାଲରେ ଫସିଲେ ଦୁଇ RTO କର୍ମଚାରୀ
- ସମ୍ପାଦକ ଦେବଜିତ ସାଇକିଆଙ୍କ ଅସୁସ୍ଥତା ଯୋଗୁଁ ସ୍ଥଗିତ ରହିଲା ବିସିସିଆଇର ସମୀକ୍ଷା ବୈଠକ
- ଆପଣଙ୍କ ନାମରେ କେତୋଟି ସିମ୍ କାର୍ଡ ଆକ୍ଟିଭ୍ ଅଛି? ‘ସଞ୍ଚାର ସାଥୀ’ ପୋର୍ଟାଲ ଜରିଆରେ ଏମିତି କରନ୍ତୁ ଯାଞ୍ଚ
- ଭୁବନେଶ୍ୱର ଓ କଟକରୁ ୪୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ: ୪୨ ଜଣଙ୍କୁ କରାଗଲା ଦେଶାନ୍ତର
- “ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ”: ମୃତ୍ୟୁଦଣ୍ଡ ଏବଂ ଗିରଫଦାରୀର ଆଶଙ୍କା ସତ୍ତ୍ୱେ ବାଂଲାଦେଶ ଫେରିବାକୁ ଶେଖ୍ ହସିନାଙ୍କ ଘୋଷଣା
- “ପିଲାଙ୍କୁ ବଞ୍ଚିବାକୁ ଦେଉନାହାନ୍ତି ନା ପଢ଼ିବାକୁ ଦେଉନାହାନ୍ତି”: ରାହୁଲ ଗାନ୍ଧୀଙ୍କ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ପ୍ରହାର
- ପ୍ରତି ୨୦ ହଜାର ବର୍ଷରେ ସବୁଜିମାରେ ଭରିଯାଏ ସାହାରା ମରୁଭୂମି !
- ‘ଗଜନୀ’ ବିନା ଅଧୁରା ଥିଲା ଫିଲ୍ମ: ଅଭିନେତା ପ୍ରଦୀପ ରାୱତଙ୍କ ପରଲୋକରେ ଶୋକ ପ୍ରକାଶ କଲେ ଆମୀର ଖାନ୍
- ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା; SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ
Comments are closed.