Latest Odisha News

‘ମେ ସାୟର ତୋ ନେହିଁ’ ଗୀତରେ ଋଷି କପୁରଙ୍କ ଅନ୍ଦାଜରେ କରନ ଜୋହରଙ୍କ ନୂଆ ଅବତାର  

ମୁମ୍ବାଇ: ଲକଡାଉନ ସତ୍ତ୍ୱେ ସୋସିଆଲ ମିଡିଆରେ ଦର୍ଶକଙ୍କ ପାଇଁ ମନୋରଞ୍ଜନର ଲଗାତାର ବଲିଉଡ ସେଲିବ୍ରିଟି ମାନେ ମନୋରଞ୍ଜନର ଖୋରାକ ଯୋଗାଉଛନ୍ତି ।

ଋଷି କପୁରଙ୍କ ଆଇକନିକ୍ ଗୀତ ‘ମେ ସାୟାର ତୋ ନାହି’ ଗୀତର ରିମେକ କରି ପୁଣି ଲାଇମଲାଇଟକୁ ଆସିଛନ୍ତି କରନ ଜୋହାର ।

ଏହି ଭିଡିଓଟିରେ ସେ ନିଜଜୁ ଋଷି କପୁରଙ୍କ ଭଳି ଲୁକ ଦେଇଛନ୍ତି ।

ଏହି ଭିଡିଓଟିକୁ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି କରନ । ଏହାସହ କରନ କଳାକାରଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ରାଜ କପୁର ତାଙ୍କର ଜଣେ ପ୍ରିୟ ଚଳଚ୍ଚିତ୍ର ନିର୍ମାତା ଏବଂ ଋଷି କପୁର ତାଙ୍କର ସର୍ବକାଳୀନ ପ୍ରିୟ ଅଭିନେତା ଅଟନ୍ତି ।

Leave A Reply

Your email address will not be published.