ନୂଆଦିଲ୍ଲୀ: ପୃଥିବୀର କୌଣସି କ୍ଷତି ନ କରି ମାସ୍କ ପିନ୍ଧା କ୍ଷୁଦ୍ର ଗ୍ରହ ଏହାକୁ ଅତିକ୍ରମ କରି ଚାଲିଯାଇଛି । ୧୯ ହଜାର କିଲୋମିଟର ପ୍ରତି ଘଂଟା ବେଗରେ ଭୋର ୩ଟା୩୦ରେ ଏହା ପୃଥିବୀ ଅତିକ୍ରମ କରିଥିଲା । ପୂର୍ବରୁ ନାସା ବୈଜ୍ଞାନିକମାନେ ସ୍ପଷ୍ଟ କରି ଦେଇଥିଲେ ଏଭେରେଷ୍ଟ ଆକୃତିର ଏହି ଗ୍ରହ ପୃଥିବୀର କୌଣସି କ୍ଷତି କରିବ ନାହିଁ ।
ଏହାର ନାମ ୫୨୭୬୮ ଓ ଓଓଆର୨ ରଖା ଯାଇଥିଲା । ଏହାର ବ୍ୟାସ ୧.୮ ରୁ ୪.୧ କିଲୋମିଟର ରହିଥିଲା । ସବୁଠାରୁ ମଜା କଥା ଦୂରରୁ ଏହି ଗ୍ରହଟି ମାସ୍କ ପିନ୍ଧିବା ଭଳି ଲାଗୁଥିଲା । ବୋଧହୁଏ କରୋନା ଭୟରେ ଏହା ମାସ୍କ ପିନ୍ଧିଥିଲା । ତେବେ ଏହା ସତ ନୁହେଁ ଛୋଟ ଛୋଟ ପାହଡ ଓ ପଡିଆ ଯୋଗୁ ଏହା ମାସ୍କ ପିନ୍ଧିବା ପରି ଦେଖା ଯାଉଥିଲା ।
BREAKING NEWS
- କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ମାମଲା ରୁଜୁ
- ପୁରୀରେ ନିର୍ମାଣ ହେବ ନୂଆ ପତିତପାବନ ଭକ୍ତ ନିବାସ, ସେବାୟତ ଓ ତୀର୍ଥଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା
- ସୁବର୍ଣ୍ଣରେଖାରେ ଭାସିଗଲେ ପର୍ଯ୍ୟଟକ, ଉତ୍ତରପ୍ରଦେଶରୁ ଆସିଥିଲେ…
- ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ, କ୍ୟାମ୍ପସରେ ଉତ୍ତେଜନା
- Asian Games: ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ, ପାକିସ୍ତାନକୁ ହରାଇ ଗୋଲ୍ଡ ହାତେଇଲା ଟିମ୍ ଇଣ୍ଡିଆ
- ଫାର୍ମା କମ୍ପାନୀର ବଏଲରରେ ବିସ୍ଫୋରଣ; ୫ ମୃତ, ୧୦ ଆହତ
- କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଶାସ୍ତ୍ରୀୟ ପାଲି ପାଇଁ ଏକ୍ସଲେନ୍ସ ସେଣ୍ଟର ଅନୁମୋଦନ: କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, କରିବେ ରାଜ୍ୟ ସାଙ୍ଗଠନିକ ସମୀକ୍ଷା
- ବାଲେଶ୍ୱରରେ ଚାଲିଛି ନକଲି RTO ଅଫିସ୍; ଗିରଫ ହେଲେ ଝାଡ଼ଖଣ୍ଡ ଯୁବକ
- ସୀମା ଟପିଲା ବର୍ବରତା: ୮୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ

Comments are closed.