ଭୁବନେଶ୍ୱର: ପୁରୀ ବେଳାଭୂମୀରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ‘ବିଶ୍ବ ମାତୃତ୍ଵ ଦିବସ’ ଅବସରରେ ସମସ୍ତ ମାଆମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସେ ଏନେଇ ଟ୍ୱିଟ୍ କରିଛନ୍ତି।
Salute to all Mothers in our society working day and night to fight against #COVID19 . My SandArt at Puri beach on #MothersDay with the message “Maa Tujhe salaam”. pic.twitter.com/NAyoJnFGOB
— Sudarsan Pattnaik (@sudarsansand) May 10, 2020
ଅଧିକ ପଢନ୍ତୁ- ବିଶ୍ୱ ମାତୃ ଦିବସ; ମା’ ପାଇଁ ଦିନଟିଏ
ଆଜି ‘ବିଶ୍ୱ ମାତୃତ୍ଵ ଦିବସ’ ଅବସରରେ ସୋସିଆଲ ମିଡ଼ିଆରେ ନିଜ ନିଜ ମା’ଙ୍କୁ ମନେ ପକାଇ ୟୁଜର୍ସ ମାନେ ଶୁଭେଚ୍ଛା ବାର୍ତ୍ତାମାନ ଶେୟାର କରିଛନ୍ତି ।
Comments are closed.