ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଜନ୍ମଦିନ ଅବସରରେ ସ୍ୟାଣ୍ଡ ଆନିମେସନ୍ । ଏଭଳି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଧୋନିଙ୍କ ଉଦ୍ଦେଶ୍ୟରେ ଏକ ସ୍ୟାଣ୍ଡ ଆନିମେସନ୍ କରିଛନ୍ତି । ଯେଉଁଥିରେ ଲେଖାଅଛି ହାପି ବର୍ଥ ଡେ ଏମ୍. ଏସ୍. ଧୋନି । ଟିମ୍ ଇଣ୍ଡିଆର ଜର୍ସି ଓ କ୍ୟାପ୍ ପିନ୍ଧିଥିବା ଧୋନିଙ୍କ ସ୍ୟାଣ୍ଡ ଆନିମେସନ୍ ତିଆରି କରିଛନ୍ତି ମାନସ ।
BREAKING NEWS
- ଓଡ଼ିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
- ଭାରତର ଏହି ସ୍ୱଦେଶୀ ବ୍ରାଉଜର୍ କ୍ରୋମ୍-ଫାୟାରଫକ୍ସକୁ ଦେବ ଟକ୍କର
- ଓଡ଼ିଶାରେ କଇଁଛଙ୍କ ସଂଖ୍ୟା ୧୫.୧୧ ଲକ୍ଷ ଟପିଲା
- ଥାନା IIC ଙ୍କୁ ସଂଘବଦ୍ଧ ଆକ୍ରମଣ, ୨୦ ଅଟକ
- ବିରଜା ମନ୍ଦିର ଭିତରେ ପଶିଲେ ବିଦେଶୀ ନାଗରିକ
- ଏଣିକି ଲୁଣି ପାଣିରେ ବିଘଟିତ ହେବ ପ୍ଲାଷ୍ଟିକ!
- ଇରାନକୁ ଟ୍ରମ୍ପଙ୍କ ବୋମାମାଡ଼ ଧମକ
- ରାଜ୍ୟବ୍ୟାପୀ ଓଡିଶା ଦିବସ ପାଳିବ ବିଜେଡି
- ଧୋନିଙ୍କୁ କାହିଁକି ଏସବିଆଇ ଦିଏ ୬ କୋଟି ଟଙ୍କା? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
- ଇଣ୍ଡିଗୋ ଉପରେ ୯୪୪ କୋଟି ଟଙ୍କାର ଜୋରିମାନା
Comments are closed.