ବ୍ୟାଙ୍କକ:ଦକ୍ଷିଣ ଥାଇଲାଣ୍ଡରେ ସ୍ଥାନୀୟ ବାସିନ୍ଦାମାନେ ମାଙ୍କଡଙ୍କୁ ବ୍ୟବହାର କରି ଗଛରୁ ନଡିଆ ତୋଳିଥାନ୍ତି । ଏ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ସେଠାକାର ଲୋକେ ଏହାକୁ ଗୁରୁତ୍ୱ ଦେଉ ନ ଥିଲେ । ଏବେ ପିପୁଲ୍ସ ଫର ଏଥିକାଲ ଟ୍ରିଟମେଂଟ ଅଫ ଆନିମଲ୍ସ (ପେଟା) ଏ ନେଇ ଏକ ଦୁଃଖଦ ରିପୋର୍ଟ ପ୍ରକାଶ କରିଥିଲା । ଏଥିରେ ମାଙ୍କଡମାନେ କିପରି ଯନ୍ତ୍ରଣା ପାଉଛନ୍ତି ତାହା ତଥ୍ୟ ସହ ଉପସ୍ଥାପନ କରାଯାଇଥିଲା ।
ରିପାର୍ଟ ପ୍ରକାଶ ପାଇବା ବ୍ରିଟେନରେ ଏଥିନେଇ ତୀବ୍ର ବିରୋଧଭାଷ ସୃଷ୍ଟି ହେଲା । ରବିବାରଠାରୁ ସୁପରମାର୍କେଟ ଗୁଡିକାରେ ଥାଇଲାଣ୍ଡରୁ ଆସୁଥିବା ନଡିଆ ଉତ୍ପାଦ ଉପରେ କଟକଣା ଲଗାଯାଇଛି । ବ୍ରିଟିଶ ବ୍ୟବସାୟୀଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ତେବେ ଥାଇଲାଣ୍ଡର ଏହି ସୁବିଧାବାଦୀ ଲୋକମାନେ ସୁଧୁରୁଛନ୍ତି କି ନାହିଁ ତାହା ଦେଖିବା କଥା ।
BREAKING NEWS
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
Comments are closed.